⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
....................................................
🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି*
*ବିଛା ୦୭ଦିନ ସୂର୍ଯ୍ୟ ଦକ୍ଷିଣାୟନ*
*ଧନୁଚନ୍ଦ୍ର ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ବୁଧବାର*
*ଇଂରାଜୀ ସନ୍୨୦୧୭ମସିହା*
*ନଭେମ୍ବର ମାସ* *ତା୨୨ରିଖ*
➖➖➖➖➖➖➖➖
🍁 [] [] *ସାହିତ୍ୟ ପ୍ରସାଦ* [] [] 🍁🌾
ବିଭାବରୀ ଶେଷ ଆଲୋକ ପ୍ରବେଶ
ନିଦ୍ରାଛାଡି, ଉଠ ଜୀବ
ବୋଲ ହରିହରି ମୁକୁନ୍ଦ ମୁରାରୀ
ରାମକୃଷ୍ଣ ହୟଗ୍ରୀବ
ନୃସିଂହ ବାମନ ଶ୍ରୀ ମଧୁସୂଦନ
ବ୍ରଜେନ୍ଦ୍ର ନନ୍ଦନ ଶ୍ୟାମ
ପୁତନା ଘାତନ କୈଟଭ ଶାତନ
ଜୟ ଦାଶରଥି ରାମ
ଯଶୋଦା ଦୁଲାଳ ଗୋବିନ୍ଦ ଗୋପାଳ
ବୃନ୍ଦାବନ ପୁରନ୍ଦର
ଗୋପୀପ୍ରିୟଜନ ରାଧିକା ରମଣ
ଭୁବନ ସୁନ୍ଦରବର!
🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
➖ *ଆପଣ ପ୍ରସନ୍ନ ରହନ୍ତୁ*➖
🐌🌿🍁🐌🐇💐🐌🐚🐌
Wednesday, 22 November 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment