Friday, 17 November 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ କୃଷ୍ଣପକ୍ଷ *ଚତୁର୍ଦ୍ଦଶୀ ତିଥି*
   *ବିଛା ୦୨ଦିନ  ସ୍ବାତୀ ନକ୍ଷତ୍ର*
        *ସୂର୍ଯ୍ୟ ଦକ୍ଷିଣାୟନ ତୁଳାଚନ୍ଦ୍ର*
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ଶୁକ୍ରବାର*
         *ଇଂରାଜୀ  ତା. ୧୭ ରିଖ*
        *ନଭେମ୍ବର ୨୦୧୭ ମସିହା*
    ➖➖➖➖➖➖➖➖
   🍁 [] [] *ସାହିତ୍ୟ ପ୍ରସାଦ* [] []
ଏଇ ଯେ ଉଠୁଛି ବାଧା ପାହାଡ଼ର
ସେପଟୁ ସୂର୍ଯ୍ୟ ଲାଲ୍
ସ୍ବାଗତକର ସ୍ବାଗତକର
ସ୍ବାଗତକରି ଚାଲ |
ବାଜଇ ଦମାମା ବାଜଇ ମାଦଳ
ବାଜେଭେରୀ ତୂରୀ ବାଜେ କରତାଳ
ନବ ସୂର୍ଯ୍ୟର ଆଗମନୀ ଗାଇ
ଉଠେ ଧ୍ବନି ଓଁକାର
.....
ଏ ମହା ଶ୍ମଶାନେ ପ୍ରାଣ ସ୍ପନ୍ଦନ
ଜାଗିବ ଜଗେଇ ରାଷ୍ଟ୍ର ଜୀବନ
ନିରାଶାର ଛାତିପରେ ପାଦରଖି
ଆଶାବତୀ ଜାଳି ଚାଲ୍ .....

ଯୁଗ ଯନ୍ତ୍ରଣା ହଟାଇ ତୁଟାଇ
ବିଶ୍ବ ଭୁବନେ ଚମକ ଖେଳାଇ
ଏଇ ଭାରତର ପୁଣ୍ଯ ମାଟିରେ
ଜାଗିବରେ ମହାକାଳ!
       ସ୍ବାଗତ କରି ଚାଲ!!
         ➖ _*ରାଷ୍ଟ୍ରଝଂକାର*_
    🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
           
  🐌🌿🍁🐌🐇💐🐌🐚🐌

No comments: