⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
....................................................
🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ ଶୁକ୍ଳପକ୍ଷ *ଷଷ୍ଠୀ ତିଥି*
*ବିଛା ୧୦ଦିନ ଶ୍ରବଣା ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ ତୁଳାଚନ୍ଦ୍ର*
*ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ଶନିବାର*
*ଇଂରାଜୀ ତା. ୨୫ ରିଖ*
*ନଭେମ୍ବର ୨୦୧୭ ମସିହା*
➖➖➖➖➖➖➖➖
🍁 [] [] *ସାହିତ୍ୟ ପ୍ରସାଦ* [] []
*ବିବିଧତା ରେ ଏକତା, ଏହାହିଁ ତ ଭାରତର ବିଶେଷତା, ଗୋଟିଏ ମାତ୍ର ବସ୍ତ୍ର ମୁଣ୍ଡରେ ବନ୍ଧା ହେଲେ ପଗଡ଼ି ପିନ୍ଧି ପକେଇଲେ ଧୋତି,ଘୋଡ଼େଇ ହେଲେ ଗାମୁଛା, ତଳେ ପକେଇକି ବସି ପଡ଼ିଲେ ଆସନର ନାଁ ପାଇଥାଏ!* *ଗୋଟିଏ* *କାନ୍ଥରେ ଆମେ ଅନେକ ଦେବାଦେବୀଙ୍କ ଚିତ୍ର ରଖି ପୂଜାକରୁ ନିର୍ବିକାର ଭାବରେ! ସବୁ ନଦୀର ଜଳ ପରିଶେଷରେ ସମୁଦ୍ର ସଙ୍ଗମରେ ଏକାକାର ହୋଇ ନିଜନିଜର ନାମ ରୂପ ଗୁଣ ଜନ୍ମସ୍ଥାନ ଭୁଲି ସମୁଦ୍ର *ରୂପେ ପରିଚିତ ହୁଅନ୍ତି ଠିକ୍ ସେମିତି ଆମମାନଙ୍କ ବିଚାର ସସାଗରା ଧରା ପାଇଁ ଆଚାଣ୍ଡାଳ ବ୍ରାହ୍ମଣ ବା କୀଟଠୁଁ ବ୍ରହ୍ମ ପର୍ଯ୍ୟନ୍ତ ଅତ୍ୟନ୍ତ ଉଦାର ଆଉ ଉଦାତ୍ତ! ଆମେ ହିଁ *ଗାଇଥାଉ ସର୍ବେ ଭବନ୍ତୁ ସୁଖୀନଃ ର ମନ୍ତ୍ର, ବସୁଧୈବ କୁଟୁମ୍ବକମ୍ ର ମହାସୂତ୍ର! *ଚଳିତ ପଞ୍ଚଦଶ ଧର୍ମ ସଂସଦ ଉଡୁପୀରେ ଶତାୟୁ ସନ୍ଥ ପେଜାବର ସ୍ବାମୀ ମଧ୍ବାଚାର୍ଯ୍ଯ ବିଶ୍ବେଶ ତୀର୍ଥ ଜୀ ମହାରାଜାଙ୍କ ବିଚାର ଅତ୍ୟନ୍ତ ସ୍ପଷ୍ଟ ଯେ ଭାରତରେ ମୁସଲମାନ ଖ୍ରୀଷ୍ଟିୟାନ୍ ବୌଦ୍ଧ *ଶିଖ୍ ଜୈନ୍ କବିର ଜୌରାଷ୍ଟ୍ରୀୟାନ୍ ସମସ୍ତେ ମୂଳତଃ ହିନ୍ଦୁ! ହିନ୍ଦୁରାଷ୍ଟ୍ରର ମୁଖ! ବାହାରକୁ ଦେଖାଯାଉଛି... ଯେମିତିକି* *ପୂଜ୍ୟ ଦେବ ସେନାପତି କାର୍ତ୍ତିକେୟଙ୍କ ଷଣ୍ମୁଖ ପରି ଅଲଗା ଅଲଗା କିନ୍ତୁ ହୃଦୟ ଏକ.. ଆମେ ଅମୃତ* *ପାନକରିବା ସମବେତ ଭାବରେ ହୃଦୟର ଭାବକୁ ରକ୍ଷା କରିବାକୁ..ହିନ୍ଦୁତ୍ୱ ହିଁ ଏଇ ମହାନ୍ ରାଷ୍ଟ୍ରର ହୃଦୟ...* *ହିନ୍ଦୁତ୍ୱ ନଷ୍ଟ ହୋଇଗଲେ ରାଷ୍ଟ୍ର ଅସୁରକ୍ଷିତ ହେଇଯିବ!ସର୍ବଦେବ ନମସ୍କାର କେଶବଙ୍କୁ ପ୍ରାପ୍ତ ସେତେବେଳେ ହେବ* *ଯେତେବେଳେ ଆମେ ଆମ ସମାଜରୁ ଅସ୍ପୃଶ୍ୟତାର ବନ୍ଧନକୁ ହଟେଇ ଦେଇ ପାରିବା*
➖ _* *_
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌
Saturday, 25 November 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment