⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
....................................................
🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ ଶୁକ୍ଳପକ୍ଷ *ଷଷ୍ଠୀ ତିଥି*
*ବିଛା ୦୯ଦିନ ଉତ୍ତରାଷାଢ଼ାନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ ମକରଚନ୍ଦ୍ର*
*ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ଶୁକ୍ରବାର*
*ଇଂରାଜୀ ସନ୍୨୦୧୭ମସିହା*
*ନଭେମ୍ବର୍ ମାସ* *ତା୨୪ରିଖ*
*(କୁରାଳ ପଞ୍ଚମୀ)*
➖➖➖➖➖➖➖➖
🍁 [] [] *ସାହିତ୍ୟ ପ୍ରସାଦ* [] []
ଆସ ଗୋ ଅମୃତମୟୀ ଜନନୀ ଭାରତୀ
ଦରଶନ ଦିଅବାରେ ଦିନେ ଦୟାକରି
ତୋ ବିହୁନେ ଚରାଚର ଜୀର୍ଣ୍ଣାରଣ୍ଯ ଭୟଙ୍କର
ନୀରସ ମାନସ ସରଃ ମାତ ସରସ୍ଵତୀ
ଜୀବନ ଦୁର୍ବହ ଭାର କଳୁଷ ସଂହତି!!
ଯେ ଜ୍ୟୋତି ମା ଜ୍ୟୋତିର୍ମୟୀ ଏ ମୋର ଲୋଚନେ
ଦେଇଥିଲୁ ଦୟାମୟୀ କିଶୋର ଯୌବନେ
ସେ ଜ୍ୟୋତି ହରାଇ ହେଳେ ଅନ୍ଧ ମୁହିଁ ମନ୍ଦ ମେଳେ
ଆଉ ନ ଦିଶଇ କୋଳେ ଏ ବିଶ୍ବ ଭୁବନେ
ତୋ ବିଶ୍ବ ମୋହିନୀ ରୂପ ଅବା ଏହି ମନେ!! _**_
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
➖ *ଶ୍ରୀ ଅରବିନ୍ଦ ସିଦ୍ଧି ଦିବସ*➖
🐌🌿🍁🐌🐇💐🐌🐚🐌
Friday, 24 November 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment