⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
....................................................
🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ କୃଷ୍ଣପକ୍ଷ *ତ୍ରୟୋଦଶୀ ତିଥି*
*ବିଛା ୦୧ ଦିନ ଚିତ୍ରାନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ ତୁଳାଚନ୍ଦ୍ର*
*ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ଗୁରୁବାର*
*ଇଂରାଜୀ ତା. ୧୬ ରିଖ*
*ନଭେମ୍ବର ୨୦୧୭ ମସିହା*
➖➖➖➖➖➖➖➖
🍁 [] [] *ସାହିତ୍ୟ ପ୍ରସାଦ* [] []🍁
[] *ହେ ରୂପ ଭାରତବର୍ଷ! କଥା କହେ*
*କାହାଣୀର କଢ଼ି*
[] *ମନଉଡ଼େ ପବନରେ, ଜହ୍ନ ବୁଡ଼େ*
*ଝଡ଼ଜଙ୍ଗଲରେ...*
[] *ମରୁଭୂମି ମୂଲକରେ ଦୁଇମିତ*
*ଝଡ଼ି ଆଉ ବଢ଼ି*
[] *ରହିଲାଣି ରାଜଜେମା ମୂଷାମାଟି*
*ରଣଭଣ ଘରେ*
[] *ମହକୁନି ମହକୁମା lମାଲୁଣୀଟା*
*ମାଗିବସେ ମୂଲ*
[] *ଅଲରାକେଶରେ ତୁମ କେରିକେରି*
*କଲରାପତର*
[] *କାଲିକାର କଥାକହି କଲବଲ*
*କଲରେଇ ଫୁଲ*
[] *ପଲ୍ଲୀଠଉଁ ଦିଲ୍ଲୀଯାଏଁ ଦରବାର*
*ବାବନା ଭୂତର*
➖ _*ଗିରିଜାକୁମାର* *ବଳୀୟାରସିଂହ*_
🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
[] _*ବିଛାସଂକ୍ରାନ୍ତି**_[]
🐌🌿🍁🐌🐇💐🐌🐚🐌

No comments:
Post a Comment