Tuesday, 12 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୧୨ତାରିଖ ସେପ୍ଟେମ୍ବର*
    *୨୦୧୭ ମଙ୍ଗଳବାର,  ଆଶ୍ବିନମାସ*
      *କୃଷ୍ଣପକ୍ଷ,ସପ୍ତମୀ ତିଥି*
   *କୃତ୍ତିକା ନକ୍ଷତ୍ର* *ସୂର୍ଯ୍ୟ ଦକ୍ଷିଣାୟନ*
       *ଶରତଋତୁ, ବୃଷଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
💢💠💢💠💢💠💢💠
          *💦ସାହିତ୍ୟ ପ୍ରସାଦ💦*
ବିନାଶ ମୋହର ନୁହଇ ତୁମର
     ପ୍ରେମମୟ ଅଭିପ୍ରାୟ
ରହିଛି କୌଶଳେ କଳେବର ମମ
ଗୁରୁ କାରୁକଳା ପ୍ରାୟ
    ନୟନ ମୋହର ଶତସୂର୍ଯ୍ଯପ୍ରଭା
ଅଂଗେ ଅଂଗେ ରମ୍ୟ ନନ୍ଦନର ଶୋଭା
ବାହୁରେ ଅସୀମ ଅଜେୟ ଶକତି
ହୃଦୟେ ବିଶାଳ ଭକତି
ଶତଶୋକ ଜରା ଘେରିଛି ମରଣ
ତଥାପି ନୁହେଁ ମୋ କ୍ଳାନ୍ତ ଚରଣ
ଜନମେ ଜନମେ ନବନବ ଦେଶେ
ଧରେ ନବନବ କାୟ!
     ➖ *କୁନ୍ତଳା କୁମାରୀ*
~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: