Wednesday, 20 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୨୦ ତାରିଖ ସେପ୍ଟେମ୍ବର*
    *୨୦୧୭ବୁଧବାର  ଆଶ୍ବିନମାସ*
      *କୃଷ୍ଣପକ୍ଷ ଅମାବାସ୍ୟା ତିଥି*,
   *ଉ. ଫା. ନକ୍ଷତ୍ର *
         *ସୂର୍ଯ୍ୟ ଦକ୍ଷିଣାୟନ*
       *ଶରତଋତୁ, କନ୍ଯା ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
💢💠💢💠💢💠💢💠💢💠
          *💦ସାହିତ୍ୟ ପ୍ରସାଦ💦*
ଭାରତପାବନ ପୂତ ନୀଳାଚଳ ପଦେ
ଦିଗନ୍ତ ନୀଳାୟମାନ ଅର୍ଦ୍ଧ ଚନ୍ଦ୍ରାକାରେ
ନିରତେ ଫେନାୟମାନ ମହାସିନ୍ଧୁ-ତୀରେ
ବିରାଜେ ଶ୍ରୀ ଚୈତନ୍ୟ ଆଶ୍ରମ ପାବନ
ପ୍ରଥିତ ଭଜନକୋଠି ନାମେ "ଉଡ୍ର ଦେଶେ"
ଚୈତନ୍ୟର ସଂକୀର୍ତ୍ତନେ ଊର୍ମି ବାହୁ ତୋଳି
ଦେଇଥିଲେ ଯୋଗ ଯହିଁ ସୁଗମ୍ଭୀର ଧ୍ବାନେ
           ➖ *କବିବର*
~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔