Sunday, 17 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୧୭ ତାରିଖ ସେପ୍ଟେମ୍ବର*
    *୨୦୧୭ରବିବାର, ଆଶ୍ବିନମାସ*
      *କୃଷ୍ଣପକ୍ଷ ଦ୍ବାଦଶୀ ତିଥି*
*ଅଶ୍ଳେଷାନକ୍ଷତ୍ର * *ସୂର୍ଯ୍ୟ ଦକ୍ଷିଣାୟନ*
       *ଶରତଋତୁ, କର୍କଟ ଚନ୍ଦ୍ର*
    *କନ୍ଯା ସଂକ୍ରାନ୍ତି* *ବିଶ୍ବକର୍ମା ପୂଜା*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
💢💠💢💠💢💠💢💠
          *💦ସାହିତ୍ୟ ପ୍ରସାଦ💦*
ମଧୁମୟ ସୃଷ୍ଟି ସୁଧାମୟ ସୃଷ୍ଟି
ଏ ସୃଷ୍ଟି ଅମୃତମୟ ହେ
ଜାଗ ନର ନାରୀ ଅମୃତ ସନ୍ତତି
   ପିଅ ସେ ଅମୃତ ପୟ ହେ!
   ପିଇ ସେ ଅମୃତ ଦିବସ ଶର୍ବରୀ
  ଗାଅ ଅମୃତର ଜୟ ହେ

                ➖ଭକ୍ତ କବି
~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ*
         *ଦିନଟି ମଙ୍ଗଳମୟ  ହେଉ

No comments: