Thursday, 21 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୨୧ ତାରିଖ ସେପ୍ଟେମ୍ବର*
    *୨୦୧୭ଗୁରୁବାର  ଆଶ୍ବିନମାସ*
      *ଶୁକ୍ଳ ପକ୍ଷ ପ୍ରତିପଦା ତିଥି*,
   *ହସ୍ତା ନକ୍ଷତ୍ର ,*
         *ସୂର୍ଯ୍ୟ ଦକ୍ଷିଣାୟନ*
       *ଶରତଋତୁ, କନ୍ଯା ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
💢💠💢💠💢💠💢💠💢💠
          *💦ସାହିତ୍ୟ ପ୍ରସାଦ💦*
ବିତର ବିତର ଶ୍ରୀ ମହାପ୍ରସାଦ
ଆଣ ଆଣ ଟାଣି ବ୍ରାହ୍ମଣ ଚଣ୍ଡାଳେ
       ପବିତ୍ର ପ୍ରେମାଲିଙ୍ଗନେ !
ସୁନ୍ଦର ସକାଳ ତୋର ଫୁଲଫଳ
ତୋ ଶ୍ୟାମଳ କୋଳ ସବୁରି ସମ୍ବଳ
ତୋର ନଦୀ ନୀରେ ତୋର ସିନ୍ଧୁ ତୀରେ
ତୋର ଗିରି ତୋର କାନନେ
ହାତ ଧରାଧରି ପ୍ରେମେ କୋଳାକୋଳି
ବସିବେ ତୋହର  ସନ୍ତାନ ମଣ୍ଡଳୀ
ଆଣି ସ୍ବର୍ଣ୍ଣଥାଳି ଦେବୁ କି ସରାଗ ଢାଳି
  ମାତ! ସ୍ନେହ ଅନ୍ନ ବ୍ଯଞ୍ଜନେ!

           ➖ *ନାରୀକବି*
~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: