Wednesday, 13 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୧୩ତାରିଖ ସେପ୍ଟେମ୍ବର*
    *୨୦୧୭ବୁଧବାର  ଆଶ୍ବିନମାସ*
      *କୃଷ୍ଣପକ୍ଷ, ଅଷ୍ଟମୀ ତିଥି*,
   *ରୋହିଣୀ ନକ୍ଷତ୍ର* *ସୂର୍ଯ୍ୟ ଦକ୍ଷିଣାୟନ*
       *ଶରତଋତୁ, ବୃଷଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
💢💠💢💠💢💠💢💠
          *💦ସାହିତ୍ୟ ପ୍ରସାଦ💦*
ଧୀରେ ଧୀରେ ବହେ ପବନ ତରୁ ପତ୍ର କମ୍ପିତ
ଧୀରେ ଧୀରେ ଝରେ ଶିଶିର ସ୍ବଚ୍ଛ ମୁକ୍ତା ନିନ୍ଦିତ
ଧୀରେ ଧୀରେ ଉଇଁ ଆସିଲା ନଭେ ଅମଳରବି
ପୂର୍ବାଶା ସିନ୍ଦୂର ପଟେକି ରମ୍ୟ ସୁବର୍ଣ୍ଣ ଛବି
ଅଥବା ପୂର୍ବାଶା ସୁନ୍ଦରୀ ଭାଲେ ସିନ୍ଦୁର ବିନ୍ଦୁ
ପ୍ରବାଳର ସ୍ତରେ ଅଥବା ଚିତ୍ର ସୁନୀଳ ସିନ୍ଧୁ

     ➖ *କୁନ୍ତଳା କୁମାରୀ*
~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: