Friday, 1 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି୧ସେପ୍ଟେମ୍ବର ୨୦୧୭ ଶୁକ୍ରବାର*
   *ଓଡ଼ିଆ ଭାଦ୍ରବ ମାସ* *ଶୁକ୍ଳ ପକ୍ଷ*   
    *ଦଶମୀ ତିଥି* *ପୂର୍ବାଷାଢ଼ା ନକ୍ଷତ୍ର*
     *ସୂର୍ଯ୍ୟ ଦକ୍ଷିଣାୟନ, ଧନୁ ଚନ୍ଦ୍ର*
    *ଶରତ ଋତୁ, ଯୁଗାବ୍ଦ୫୧୧୯*
      *ବିକ୍ରମ ସମ୍ବତ୍ ୨୦୭୪*
           
💢💠💢💠💢💠💢💠
            ➖ *ସାହିତ୍ୟ ପ୍ରସାଦ➖*
ଟୋପିଏ ଟୋପିଏ ବାରିକଣା ମିଳି ରଚଇ ପ୍ରଳୟ ବୃଷ୍ଟି
ଟିକିଏ ଅଗ୍ନି କରେ ଧ୍ବଂସର ତାଣ୍ଡବ ଲୀଳା ସୃଷ୍ଟି
ଟିକିଏ ଚାହାଣି ନେତ୍ରେ ଖେଳାଇ ଚଳତ୍ ବିଜୁଳି ଠାଣି ମହାନ୍ ଜୀବନ ମରୁମାୟା ପଥେ ନିମିଷେ ନିଅଇ ଟାଣି!
        *କ୍ଷୁଦ୍ରେ ବୃହତ୍*

                  *ବିଦ୍ୟୁତ୍ ପ୍ରଭା*_
       *~~~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: