⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୨୫ତାରିଖ ସେପ୍ଟେମ୍ବର*
*୨୦୧୭ସୋମବାର ଆଶ୍ବିନମାସ*
*ଶୁକ୍ଳପକ୍ଷ ପଞ୍ଚମୀ ତିଥି*
*ଅନୁରାଧା ନକ୍ଷତ୍ର - ସୂର୍ଯ୍ୟଦକ୍ଷିଣାୟନ*
*ଶରତଋତୁ,ବିଛା ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
💢💠💢💠💢💠💢💠
*💦ସାହିତ୍ୟ ପ୍ରସାଦ💦
ଜାଗ ଜାଗ ମାଆ ଅମା ଅନ୍ଧାର ନାଶି
ଆରତେ ଆରତି କରୁ ଭାରତ ବାସୀ..
ଜାଗ ଜାଗ ମାଆ..
ମଣିଷ ମାନସୁ ନାଶ ମହିଷ ବୃତ୍ତି
ପ୍ରକାଶୁ ସତ ଶିବ ସୁନ୍ଦର ସୃଷ୍ଟି
ମରତେ ବିତର ହାସ ଉଲ୍ଲାସ ରାଶି
ଜାଗ ଜାଗ ମାଆ.. ଅମା ଅନ୍ଧାର ନାଶି...
🙏🏻🙏🙏🙏🙏🙏🙏
*ଜୟ ମା ଦୁର୍ଗେ ଦୁର୍ଗତିନାଶିନୀ*
💐 *ଦିନଟି ମଙ୍ଗଳମୟ ହେଉ* 💐
🐌🌿🍁🐌🐇🐌🍁☔

No comments:
Post a Comment