Saturday, 2 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି୨ସେପ୍ଟେମ୍ବର ୨୦୧୭ ଶନିବାର*
   *ଓଡ଼ିଆ ଭାଦ୍ରବ ମାସ* *ଶୁକ୍ଳ ପକ୍ଷ*   
    *ଏକାଦଶୀ ତିଥି* *ପୂର୍ବାଷାଢ଼ା ନକ୍ଷତ୍ର*
  *ସୂର୍ଯ୍ୟ ଦକ୍ଷିଣାୟନ, ଧନୁଚନ୍ଦ୍ର*
*ଶରତ ଋତୁ* *ସୁନିଆଁ,ବାମନଜନ୍ମ*
*ଯୁଗାବ୍ଦ୫୧୧୯* *ବିକ୍ରମ ସମ୍ବତ୍ ୨୦୭୪*
           
💢💠💢💠💢💠💢💠
            ➖ *ସାହିତ୍ୟ ପ୍ରସାଦ➖
ପ୍ରଭୁ! ଅନ୍ତରଭରି ଭଲପାଅ ଯେବେ ମୋତେ
ଚାଲିବାକୁ ଦିଅ ବିପୁଳ ଶକ୍ତି ସତ୍ଯର ରାଜପଥେ
ଛଡ଼ାଇ ନିଅ ମୋ ହିଂସା କପଟ ଅହମିକା ଅଭିମାନ
ଚୁନା କରିଦିଅ ସ୍ବାର୍ଥ କୋପର ଦୁର୍ଗମ ସାନୁମାନ!
ହରିନିଅ ମୋର ଅଳସ ବିଳାସ
କୋଟିଏ କୁବେର ସୁଖ
ଗୋଟିଏ ଆତୁର ଦରଦେ ଯେହ୍ନେ
ହେବି ମୁଁ ଅଶ୍ରୁମୁଖ...
ଭଲ ପାଅ ଯେବେ ମୋତେ ....!!

                  *ବିଦ୍ୟୁତ୍ ପ୍ରଭା*_
       *~~~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: