⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୧୯ତାରିଖ ସେପ୍ଟେମ୍ବର*
*୨୦୧୭ମଙ୍ଗଳବାର ଆଶ୍ବିନମାସ*
*କୃଷ୍ଣପକ୍ଷ ଚତୁର୍ଦଶୀ ତିଥି*,
*ପୂ. ଫା. ନକ୍ଷତ୍ର * *ମହାଳୟା*
*ସୂର୍ଯ୍ୟ ଦକ୍ଷିଣାୟନ*
*ଶରତଋତୁ, ସିଂହଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
💢💠💢💠💢💠💢💠
*💦ସାହିତ୍ୟ ପ୍ରସାଦ💦*
ମୁଁ ତ କ୍ଷୁଦ୍ର ଶିଶୁ ତୁ ପ୍ରାଣ ଜନନୀ
ଅଚ୍ଛେଦ୍ଯ ନାଡୀବନ୍ଧନ
ତୋ ପ୍ରେମ ନୟନ ନିରୁପମ ସ୍ନେହେ
ଅନାଇଛି ଅନୁକ୍ଷଣ
ଏ କ୍ଷୁଦ୍ର ପ୍ରାଣର ପ୍ରେମ ପ୍ରତିଦାନ
ପାଦପଦ୍ମେ ପ୍ରାଣବଳି
ଅର୍ପଇ ଆନନ୍ଦେ ଘେନ ମହାପ୍ରଭୁ
ଘେନ ଏ ଦୁଃଖିର ଅଳି !
➖ *ଭକ୍ତ କବି*
~~~~~~~~~~~~~~~~~*
_*ବନ୍ଦେ ଉତ୍କଳ ଜନନୀ*_
🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ ହେଉ* 💐
🐌🌿🍁🐌🐇🐌🍁☔
Tuesday, 19 September 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment