⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୦୮ ତାରିଖ ସେପ୍ଟେମ୍ବର*
*୨୦୧୭ ଶୁକ୍ରବାର, ଆଶ୍ବିନମାସ*
*କୃଷ୍ଣପକ୍ଷ,ଦ୍ବିତୀୟା ତିଥି* *ଉ. ଭାଦ୍ର*
*ନକ୍ଷତ୍ର* *ସୂର୍ଯ୍ୟ ଦକ୍ଷିଣାୟନ*
*ଶରତଋତୁ, ମୀନ ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
💢💠💢💠💢💠💢💠
*💦ସାହିତ୍ୟ ପ୍ରସାଦ💦*
କାଳର ଉଦୟ ଅଚଳେ ନବଯୁଗ ଭାସ୍ବର
ଏ ବ୍ରାହ୍ମ ମୁହୂର୍ତ୍ତେ ଜାଗ ହେ ନରନାରୀ ନିକର
ନବୀନ ଯୁଗର ତରୁଣ ଉଷା ଅରୁଣ ଜ୍ୟୋତି
ଆଶାର ପ୍ରସନ୍ନ କିରଣ ଲୀଳାମୟ ବିଭୂତି
ଅମୃତ ବିଭାଗ ରାଗିଣୀ ତାରା ଆନନ୍ଦମୟ
ଦଶଦିଶୁ ଭାସି ଆସଇ ମୋହି ବିଶ୍ବ ହୃଦୟ
ବହଇ ପୁଣ୍ୟର ମଳୟ ହୃଦ କମଳ ବନେ
ଧର୍ମର ଅନନ୍ତ ବିଜୟ ଶଂଖ ବାଜେ ସଘନେ
ସେ ମଙ୍ଗଳ ଶଙ୍ଖ ଘୋଷଣା ପୁଣ୍ଯମୟ ଉଦାର
ନବନବ ଅର୍ଥେ ପୂରିତ ନବ ଗୀତ ଝଂକାର
➖ *ଭକ୍ତ କବି*
~~~~~~~~~~~~~~~~~*
_*ବନ୍ଦେ ଉତ୍କଳ ଜନନୀ*_
🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ ହେଉ* 💐
🐌🌿🍁🐌🐇🐌🍁☔
Friday, 8 September 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment