Wednesday, 6 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୦୬ ତାରିଖ ସେପ୍ଟେମ୍ବର*
    *୨୦୧୭ ବୁଧବାର  *ଭାଦ୍ରବ*
*ମାସ* *ପିତୃପକ୍ଷ* *ଇନ୍ଦୁ ପୂର୍ଣ୍ଣିମା*
*ଶ୍ରୀ ଭାଗବତ ଜନ୍ମ* *ଶତଭିଷା ନକ୍ଷତ୍ର*
       *ସୂର୍ଯ୍ୟ ଦକ୍ଷିଣାୟନ*
   *ଶରତ ଋତୁ, *କୁମ୍ଭଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
💢💠💢💠💢💠💢💠
          *💦ସାହିତ୍ୟ ପ୍ରସାଦ💦*
     କାହିଁ ବେଦମାତା ସେ ପୂଣ୍ୟ ଦିନ
ଜଡ଼ତା ନୈରାଶ୍ୟ ଅନ୍ଧାରେ ଜଡ଼ିିତ
ଚିର ପରାଧୀନ ପତିତ ନିଦ୍ରିତ
ଭାରତ ସନ୍ତାନ ସର୍ବେ ନରନାରୀ,
ନିଜର ମହିମା ଗୌରବ ପାସୋରି
ହୋଇଛନ୍ତି ମାତଃ କେମନ୍ତ ହୀନ
କେତେକାଳ ଆଉ ରହିଥିବ ପଡ଼ିି
ଭାରତ ଦାରୁଣ ଅବସାଦେ ସଢ଼ି
ଆସ ମା ଭାରତୀ କରୁଣା କରି
ଗମ୍ଭୀରେ ବଢ଼ାଅ ମୃତ୍ୟୁଭୟ ଜିଣା
ପ୍ରାଣ ସଂଚାରିଣୀ ସେ ଅମୃତବୀଣା
ଜାଗୁ ଏ ଭାରତ ଜୀବନ ଧରି!
          ➖ *ଭକ୍ତ କବି*

~~~~~~~~~~~~~~~~~*
*ଶ୍ରୀ ଭାଗବତ ଜୟନ୍ତୀ ଶୁଭେଚ୍ଛା*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: