Sunday, 24 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୨୪ତାରିଖ ସେପ୍ଟେମ୍ବର*
    *୨୦୧୭ରବିବାର  ଆଶ୍ବିନମାସ*
       *ଶୁକ୍ଳପକ୍ଷ    ଚତୁର୍ଥୀ ତିଥି*
   *ବିଶାଖା ନକ୍ଷତ୍ର - ସୂର୍ଯ୍ୟଦକ୍ଷିଣାୟନ*
       *ଶରତଋତୁ,ତୁଳା ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
    💢💠💢💠💢💠💢💠
          *💦ସାହିତ୍ୟ ପ୍ରସାଦ💦*
ଭଗବତୀ ଭାରତି ! ତବ ଚରଣ ତଳେ
ବିକଶିତ ମାନସ କମଳଦଳେ,
ମଧୁମୟ ଉତ୍ସବ ଦୀପଜଳେ
     ଜୟ ଜୟ ଭାରତୀ ଦେବୀ
ଋଷିଗଣ ସୁରଗଣ କବିଗଣ ପ୍ରାଣ ସମାଜ
ଜନନୀ ବାଣୀ! ତବ ଆସନ ରାଜେ
ବିଶ୍ବ ମୋହିନୀ ତବ ବୀଣା ବାଜେ
     ଜୟଜୟ ଭାରତୀ ଦେବି
ଭାରତ ଅନ୍ତର ଦୀପିତ କର ତବ କିରଣେ
ଅମୃତସମ୍ପଦ ତବ କର ଚରଣେ
ନିଅ ଭାରତେ ତବ ଧ୍ରୁବ ସତ୍ଯ ଗଗନେ
        ଜୟ ଜୟ ଭାରତୀ ଦେବି!

    ➖ *ଭକ୍ତ କବି*
  🙏🏻🙏🙏🙏🙏🙏🙏
 
    *ଜୟ ମା ଦୁର୍ଗେ ଦୁର୍ଗତିନାଶିନୀ*
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: