⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୧୦ ତାରିଖ ସେପ୍ଟେମ୍ବର*
*୨୦୧୭ ରବିବାର ଆଶ୍ବିନମାସ*
*କୃଷ୍ଣପକ୍ଷ, ଚତୁର୍ଥୀ ତିଥି* *ଅଶ୍ବିନୀ
ନକ୍ଷତ୍ର*, *ସୂର୍ଯ୍ୟ ଦକ୍ଷିଣାୟନ*
*ଶରତଋତୁ, ମେଷ ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
💢💠💢💠💢💠💢💠
*💦ସାହିତ୍ୟ ପ୍ରସାଦ💦*
~~~~~~~~~~~~~~~~~
*ଧ୍ୟାନକର ପ୍ରାଣମମ*
*ସତ୍ଯଶିବ ସୁନ୍ଦରେ*
*ଦଗ୍ଧ ଚିତ୍ତ ମଗ୍ନ ହୁଅ*
*ଶାନ୍ତି ସୁଧା ସାଗରେ*
*ସ୍ନାନକର ତପ୍ତପ୍ରାଣ*
*ପୁଣ୍ଯ ସୁଧା ନିର୍ଝରେ*
*ସେ ଅମୃତପାନେ ତୃଷା*
*ତୃପ୍ତକର ନିର୍ଭରେ*
➖ *ଭକ୍ତ କବି ମଧୁସୂଦନ ରାଓ*
~~~~~~~~~~~~~~~~~*
_*ବନ୍ଦେ ଉତ୍କଳ ଜନନୀ*_
🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ ହେଉ* 💐
🐌🌿🍁🐌🐇🐌🍁☔

No comments:
Post a Comment