⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୨୬ତାରିଖ ସେପ୍ଟେମ୍ବର*
*୨୦୧୭ମଙ୍ଗଳବାର ଆଶ୍ବିନମାସ*
*ଶୁକ୍ଳପକ୍ଷ ଷଷ୍ଠୀ ତିଥି*
*ଅନୁରାଧା ନକ୍ଷତ୍ର - ସୂର୍ଯ୍ୟଦକ୍ଷିଣାୟନ*
*ଶରତଋତୁ, ବିଛା ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
💢💠💢💠💢💠💢💠
*💦ସାହିତ୍ୟ ପ୍ରସାଦ💦
ମାଆ ଆସୁଛନ୍ତି ମାନେ କଣ? ମାଆ ନ ଥିଲେ ଏଠି ବା ବାହାରୁ କୋଉଠୁ ଆସୁଛନ୍ତି ବା ଏଠୁ କୁଆଡ଼େ ଯାଇଥିଲେ ଏବେ ପୁଣି ଫେରିଲେ?
ବାସ୍ତବରେ ମାଆ ଦୁର୍ଗା ହେଉଛନ୍ତି ସଚ୍ଚିଦାନନ୍ଦମୟୀ
ସେ ସନାତନୀ ସର୍ବଥା ସର୍ବଦା... ଆଜିକାଲି ସବୁଆଡ଼େ ମାଆଙ୍କ ପତିଆରା..
କାହିଁ ତାଙ୍କର ନାମର ଆଳନେଇ ଆମେ ଭୋଗ ଭିତରେ, ମୋହଗ୍ରସ୍ତ ହେଇ ପଡୁନୁ ତ ? ଆତ୍ମ ସମୀକ୍ଷା କରିବାର ବେଳ... ସମସ୍ତେ ସତର୍କ ରୁହନ୍ତୁ..
ଶରଣାଗତ ଦୀନାର୍ତ୍ତ ପରିତ୍ରାଣ ପରାୟଣେ
ସର୍ବସ୍ଯାର୍ତ୍ତି ହରେ ଦେବି
ନାରାୟଣୀ ନମସ୍ତୁତେ
🙏🏻🙏🙏🙏🙏
*ଜୟ ମା ଦୁର୍ଗେ ଦୁର୍ଗତିନାଶିନୀ*
💐 *ଦିନଟି ମଙ୍ଗଳମୟ ହେଉ* 💐
🐌🌿🍁🐌🐇🐌🍁☔

No comments:
Post a Comment