⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୦୭ ତାରିଖ ସେପ୍ଟେମ୍ବର*
*୨୦୧୭ ଗୁରୁବାର ଆଶ୍ବିନମାସ*
*କୃଷ୍ଣପକ୍ଷ, ପ୍ରତିପଦ ତିଥି* *ପୂର୍ବାଭାଦ୍ର ନକ୍ଷତ୍ର*, *ସୂର୍ଯ୍ୟ ଦକ୍ଷିଣାୟନ*
*ଶରତଋତୁ, କୁମ୍ଭଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
💢💠💢💠💢💠💢💠
*💦ସାହିତ୍ୟ ପ୍ରସାଦ💦*
*ଅଣୁରେ ଅଣୁରେ ନାଥ, ଏ ମହା ବିଶ୍ବର*
*ବାଜୁଅଛି ଅନାହତ ବୀଣା ବଂଶୀ ସ୍ବର*
*ପ୍ରାଣେ ପ୍ରତିଧ୍ଵନି ତା'ର ଉଠୁଛି ସଂଚରି*
*ମୋହରି ମୋହରି ତୁମ୍ଭେ*
*ମୋ ହରି ମୋ ହରି*
➖ *ଭକ୍ତ କବି*
~~~~~~~~~~~~~~~~~*
_*ବନ୍ଦେ ଉତ୍କଳ ଜନନୀ*_
🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ ହେଉ* 💐
🐌🌿🍁🐌🐇🐌🍁☔
Thursday, 7 September 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment