⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୦୫ ସେପ୍ଟେମ୍ବର*
*୨୦୧୭ମଙ୍ଗଳବାର*
*ଓଡ଼ିଆ ଭାଦ୍ରବ ମାସ* *ଶୁକ୍ଳ ପକ୍ଷ*
*ଚତୁର୍ଦ୍ଦଶୀ ତିଥି* *ଧନିଷ୍ଠା ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ*
*ଶରତ ଋତୁ, *ମକରଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
💢💠💢💠💢💠💢💠
*💦ସାହିତ୍ୟ ପ୍ରସାଦ💦*
ଭକ୍ତିରେ ପୂଜ ଶ୍ରୀ ଚରଣ
ସଦ୍ଗୁରୁ ସ୍ବୟଂ ନାରାୟଣ
ଗୁରୁ କରୁଣା ଲାଭ କରି
ଭବ ସାଗରୁ ଯାଅ ତରି
ଗୁରୁ ବଚନ ଜ୍ଞାନ ବଳେ
ଯାବତ ଦୁଃଖ ଭୟ ଟଳେ
ଗୁରୁଙ୍କୁ କଲେ ଅବମାନ
ଶିଷ୍ଯର ହୁଏନା କଲ୍ୟାଣ
ଗୁରୁଙ୍କ ସେବା ସତ୍କାରରେ
ସୁଖ ସନ୍ତୋଷେ ଘରଭରେ
ଗୁରୁ ଆଶୀଷ ପ୍ରାପ୍ତି ବିନା
ହୁଏନା କେହି ଜଗଜିଣା
ଏଣୁ ବିଶ୍ବାସ ଶ୍ରଦ୍ଧା ମନେ
ଗୁରୁ ସେବିବା ସର୍ବ ଜନେ
~~~~~~~~~~~~~~~~~*
_*ବନ୍ଦେ ଉତ୍କଳ ଜନନୀ*_
🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ ହେଉ* 💐
🐌🌿🍁🐌🐇🐌🍁☔
Tuesday, 5 September 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment