Friday, 15 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୧୫ତାରିଖ ସେପ୍ଟେମ୍ବର*
    *୨୦୧୭ଶୁକ୍ରବାର  ଆଶ୍ବିନମାସ*
      *କୃଷ୍ଣପକ୍ଷଦଶମୀ ତିଥି*,
   *ପୁନର୍ବସୁ ନକ୍ଷତ୍ର *, *ସୂର୍ଯ୍ୟ ଦକ୍ଷିଣାୟନ*
       *ଶରତଋତୁ, ମିଥୁନ ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
💢💠💢💠💢💠💢💠
          *💦ସାହିତ୍ୟ ପ୍ରସାଦ💦*
ଆସ ପ୍ରଭୁ ଦୟାମୟ! ଢାଳ କୃପାବାରି
ଗାଇବି ସତତ ମୁଦେ ନାମଟି ତୁମରି
ମଧୁମୟ ସୁଲଳିତ ତାନ ମନୋହାରୀ
ପବିତ୍ର ସୁନ୍ଦର ସୁଖ ଶାନ୍ତିର ଆକର
ଜନ୍ମଭୂମି ଭାରତୀୟ ବୀଣା ତନ୍ତ୍ରୀତାନେ
ତୋଷିବି ସକଳ ହୃଦ ଅମୃତ ନିସ୍ଵନେ
ଭକ୍ତି ଭରେ ନତଶିରେ ତୋଳି ସନମାନେ
ସ୍ବଦେଶ ଭାରତୀ ପୁତ ସୁନ୍ଦର ସୁମନେ
➖ *କୁନ୍ତଳା କୁମାରୀ ସାବତ*
~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: