Saturday, 23 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୨୩ ତାରିଖ ସେପ୍ଟେମ୍ବର*
    *୨୦୧୭ଶନିବାର  ଆଶ୍ବିନମାସ*
       *ଶୁକ୍ଳପକ୍ଷ     ତୃତୀୟା ତିଥି*
   *ସ୍ବାତୀ ନକ୍ଷତ୍ର - ସୂର୍ଯ୍ୟଦକ୍ଷିଣାୟନ*
       *ଶରତଋତୁ,ତୁଳା ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
    💢💠💢💠💢💠💢💠
          *💦ସାହିତ୍ୟ ପ୍ରସାଦ💦*
ନବରାତ୍ର - ମାଆ ଦୁର୍ଗାଙ୍କର ପୂଜାସମୟ! ଆମ ଭିତରେ କେହି କେହି ନବରାତ୍ର ଅନୁଷ୍ଠାନ କରନ୍ତି, କେହି କେହି ନଅଦିନ ଅନୁଷ୍ଠାନକାରୀଙ୍କୁ ସହଯୋଗ କରୁ, କେହି ପୂଜାଆୟୋଜକ ସଂଗଠନରେ ଯୋଡ଼ିଯାଉ, କେହି କେହି କିଛି ଅର୍ଥ ସହାୟତା ଦେଇ ନିଜକୁ ସେଇଠୁ ଦୂରେଇ ନଉ! ଆଉ କେହି କେହି କିଛି ବି ନ କରି ବାସ୍ ଆୟୋଜକଙ୍କ ବିରୋଧ କରୁ... କାହିଁକି?? କିଛି ସମୀକ୍ଷାର ବିନ୍ଦୁ ଏଇଠି... ସେମାନେ ପଇସା ସଂଗ୍ରହ କରି ଲାଭ ଖାଆନ୍ତି, ମଜା କରନ୍ତି, ଏମିତି ଅନେକ ଅଭିଯୋଗ... ଆରେ ଭାଇ, ଖରାପକୁ କେହି ଆମେ ଚାହୁଁନା କିନ୍ତୁ ଭଲ କରିବ କିଏ? କୋଉଠୁ ଆଣିବା ସେ ଲୋକକୁ??
   ତେବେ ଆସନ୍ତୁ ଏଇଟା ଶୁଭ ଲଗ୍ନ, କାହାସହ ମିଶି କିଛି କରି ନ ପାରିଲେ ନାହିଁ ନିଜ ପରିବାରରେ, ନିଜ ଜୀବନରେ ଦୁର୍ଗତିନାଶିନୀ ଦୁର୍ଗାଙ୍କର ଆବାହନ କରିବା ମୂର୍ତ୍ତୀରେ ନହେଲା ନାହିଁ ଅନ୍ତରରେ ଚିତ୍ସ୍ବରୂପିଣୀ ମାଆଙ୍କୁ ଅଭିଷେକ କରିବା ଏବଂ ମାନସିକ ବାଚିକ ସଂଯମନ ଆପଣେଇ ଏକ ସକାରାତ୍ମକ ଭାବସହ ନିଜସ୍ବ ଜୀବନକୁ ଉତ୍ସବ ମୁଖର କରେଇବା!

    ➖ *ଶୁଭେଚ୍ଛା ସହ*
  🙏🏻🙏🙏🙏🙏🙏🙏
 
    *ଜୟ ମା ଦୁର୍ଗେ ଦୁର୍ଗତିନାଶିନୀ*
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: