Saturday, 9 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୦୯ ତାରିଖ ସେପ୍ଟେମ୍ବର*
    *୨୦୧୭ ଶନିବାର  ଆଶ୍ବିନ ମାସ*
  *କୃଷ୍ଣ ପକ୍ଷ, ତୃତୀୟା ତିଥି*, *ରେବତୀ*
        *ନକ୍ଷତ୍ର* *ସୂର୍ଯ୍ୟ ଦକ୍ଷିଣାୟନ*
       *ଶରତଋତୁ, ମୀନ ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମ ସମ୍ବତ୍ ୨୦୭୪*
           
💢💠💢💠💢💠💢💠
          *💦ସାହିତ୍ୟ ପ୍ରସାଦ💦*
    ଉଠ ଉଠ ହେ ଉତ୍କଳବାସୀ
   ଦୂରେ ଫିଙ୍ଗି ଦୁଃଖ ରାଶି
ଛେଦି ଝଡ଼ତାର ନାଗପାଶ
      ସକଳ ଦୁରିତଜିଣା
  ବିଶ୍ବ ରାଣୀ ବାଣୀ ବୀଣା
   ବାଜେ ପୁଣି ଉତ୍କଳ ଆକାଶେ
            ହେ ନରନାରୀ
     ଅଶୋକ ଅଭୟ ସେ ସଂଗୀତ
      ଅନନ୍ତ ଅମୃତେ ସେ ଉଚ୍ଛ୍ବସିତ
       ଜଳେ ସ୍ଥଳେ ଆକାଶରେ
         ଋଷି କବି ମାନସରେ
    ସୁଗମ୍ଭୀର ମନ୍ଦ୍ରେ ନିନାଦିତ ହେ...!
      
➖ *ଭକ୍ତ କବି ମଧୁସୂଦନ ରାଓ*
~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: