Friday, 22 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୨୨ ତାରିଖ ସେପ୍ଟେମ୍ବର*
    *୨୦୧୭ଶୁକ୍ରବାର  ଆଶ୍ବିନମାସ*
       *ଶୁକ୍ଳପକ୍ଷ ତୃତୀୟାତିଥି*
   *ଚିତ୍ରା ନକ୍ଷତ୍ର - ସୂର୍ଯ୍ୟଦକ୍ଷିଣାୟନ*
       *ଶରତଋତୁ, କନ୍ଯା ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
    💢💠💢💠💢💠💢💠
          *💦ସାହିତ୍ୟ ପ୍ରସାଦ💦*
ଭାରତ ମୋ ମାଆ ଭାରତ ମୋ ମାଆ
     ଜାଣିଛି ଏହା ମୁଁ ଅନ୍ତରେ
   ଭାରତ ଜନନୀ ଜନ୍ମଭୂମି ମମ
   ନମେ ତବ ପଦ ପ୍ରାନ୍ତରେ
        ତୁହି ଲୋ ପବିତ୍ରେ
        ତୋ ପବିତ୍ର ରଜେ
      ମୋ ପିତୃପୁରୁଷ ପିଣ୍ଡ ଗଢ଼ିଛୁ
  ତୁହିଲୋ ପବିତ୍ରେ
  ତୋ ବିଚିତ୍ର କ୍ଷେତ୍ରେ
    ଶତ ସ୍ନେହାଦରେ ସୁତ ପାଳିଛୁ
  ତୁହିଲୋ ଭକ୍ତି ତୁହିଲୋ ଶକ୍ତି
      ତୁହିଲୋ ମୁକ୍ତି ଦ୍ବାର
ଯାଏଁ ଯଥା ତଥା ତୋ ନାମ ସ୍ମରଣ
      ପୁଣ୍ଯ ମୋ ଉପହାର

           ➖ *ନାରୀକବି*
  🙏🏻🙏🙏🙏🙏🙏🙏
  *🙏ବନ୍ଦେ ଉତ୍କଳ ଜନନୀ 🙏🏻*
    *ଜୟ ମା ଦୁର୍ଗେ ଦୁର୍ଗତିନାଶିନୀ*
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: