Monday, 11 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୧୧ ତାରିଖ ସେପ୍ଟେମ୍ବର*
    *୨୦୧୭ ସୋମବାର* *ଆଶ୍ବିନ ମାସ*
  *କୃଷ୍ଣପକ୍ଷ, ଷଷ୍ଠୀ ତିଥି*
        *ଦ୍ବିଜା ନକ୍ଷତ୍ର* *ସୂର୍ଯ୍ୟ ଦକ୍ଷିଣାୟନ*
       *ଶରତଋତୁ, ମେଷ ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
💢💠💢💠💢💠💢💠
          *💦ସାହିତ୍ୟ ପ୍ରସାଦ💦*
ଜୟ କରୁଣାମୟ ମଙ୍ଗଳଆଳୟ
ଆନନ୍ଦ କଲ୍ୟାଣ ଦାତା ହେ
ପରମ ଶୋଭନ ଚିତ୍ତ ପ୍ରଲୋଭନ
        ମଙ୍ଗଳ ପ୍ରେମ ବିଧାତା ହେ!
  ନିଖିଳ ଈଶ୍ବର ତୁମ୍ଭେ ପରାତ୍ପର
       ଦୀନସଖା ବିଶ୍ବପିତା ହେ
ପତିତ ପାବନ ଅଧମ
      ଏକମାତ୍ର ପିତାମାତା ହେ
ବିପଦ ବାରଣ ସମ୍ପଦ କାରଣ
    ଭୟ ଭଜନ ଦୀନ ଦାତାହେ
ଭବ ସିନ୍ଧୁ ତରୀ ଚରଣ ତୁମରି
      କିବା ସୁଧାମୟ ବାର୍ତ୍ତା ହେ...

              ➖ *ଭକ୍ତ କବି*
~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: