⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୪ ସେପ୍ଟେମ୍ବର ୨୦୧୭ ସୋମବାର*
*ଓଡ଼ିଆ ଭାଦ୍ରବ ମାସ* *ଶୁକ୍ଳ ପକ୍ଷ*
*ତ୍ରୟୋଦଶୀ ତିଥି* *ଶ୍ରବଣା ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ*
*ଶରତ ଋତୁ* *ମକରଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମ ସମ୍ବତ୍ ୨୦୭୪*
💢💠💢💠💢💠💢💠
*💦ସାହିତ୍ୟ ପ୍ରସାଦ💦*
ତୋହପରି କ୍ଷୁଦ୍ର ମୁହିଁ
ତୋହ ପରି କ୍ଷଣିକ
ହସେ ବାସେ ରସେ ମାତ୍ର
ଫୁଟି ଅଛି ଘଡ଼ିକ
ମାଟିରେ ମିଶିବୁ ତୁହି
ମାଟିରେ ମିଶିବି ମୁହିଁ
ତଥାପି ମୋ ଆତ୍ମାଫୁଲ
ନ ଯିବରେ ମଉଳି
ତେଣୁ ଆଶାବହି ଦିନ
କାଟେ #ଗଂଗଶିଉଳି!
*ନାରୀକବି କୁନ୍ତଳାକୁମାରୀ*
*~~~~~~~~~~~~~~~~~~~*
_*ବନ୍ଦେ ଉତ୍କଳ ଜନନୀ*_
🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ ହେଉ* 💐
🐌🌿🍁🐌🐇🐌🍁☔
Monday, 4 September 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment