⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
🐌🌿🍁🐌llॐll🐇🐌🐚🐌
*ଆଜି ପୌଷମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି*
*ଧନୁ ୧୭ ଦିନ,ମୃଗଶିରା ନକ୍ଷତ୍ର*
*ମିଥୁନ ଚନ୍ଦ୍ର, ସୂର୍ଯ୍ୟ ଦକ୍ଷିଣାୟନ*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଜାନୁଆରୀ ମାସ ୦୧ ତାରିଖ*
🌾 *ସୋ ମ ବା ର* 🌾⛳
🙏🙏🙏🙏🙏🙏🙏
[] [] *ସାହିତ୍ୟ ପ୍ରସାଦ*[] []
ଚୈତ୍ରେମାସି ଜଗଦ୍ ବ୍ରହ୍ମା ସସର୍ଜ ପ୍ରଥମେହନି
ଶୁକ୍ଳେ ପକ୍ଷେ ସମଗ୍ରଂ ତୁ ତଥା ସୂର୍ଯ୍ୟୋଦୟେ ସତି
ପ୍ରବର୍ତ୍ତୟା ମାସତଥା କାଳସ୍ଯ ଗଣନାମପି
ଗ୍ରହାନ୍ ନାଗାନ୍, ଋତୁନ୍, ମାସାନ୍ ବତ୍ସରାନ୍, ବତ୍ସରାଧିପାନ୍!
ପ୍ରାପ୍ତେ ସମ୍ବତ୍ସରେ ପ୍ରତିଗୃହଂ କୁର୍ଯ୍ଯାଦ୍ଧ୍ବଜାରୋପଣମ୍
ସ୍ନାନ ମଂଗଳମାଚରେଦ୍ ଦ୍ବିଜବରୈଃ ସାକଂ ସୁପୂଜ୍ଯୋତ୍ସବୈଃ
ଦେବାନାଂ ଗୁରୁଯୋଷିତାଂ ଚ ଶିଶବୋଳଂକାର ବସ୍ତ୍ରାଦିଭିଃ
ସଂପୂଜ୍ଯୋ ଗଣକଃଫଳଂ ଚ ଶୃଣୁୟାତ୍ତସ୍ମାଚ୍ଚ ଲାଭପ୍ରଦମ୍!
ଉପର୍ଯ୍ଯୁକ୍ତ ମନ୍ତ୍ରକୁ ସମୂହ ଚର୍ଚ୍ଚା କରନ୍ତୁ - ଅବଶ୍ୟ ଭଗବାନ ମାସମାନଙ୍କ ଭିତରେ ମାର୍ଗଶିରକୁ ପ୍ରିୟ କହିଛନ୍ତି କିନ୍ତୁ ଜଗତ୍ ସୃଷ୍ଟିର ଆରମ୍ଭ ଚୈତ୍ରମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ହିଁ ଆରମ୍ଭ ହେଇଥିଲା ବୋଲି ଆମ ପ୍ରାଚୀନ ସାହିତ୍ୟ କୁହେ!
ତେବେ ଏହା କେବଳ ହିନ୍ଦୁ କି ଭାରତୀୟ ନବବର୍ଷ ଆଦୌନୁହେଁ! ଆମେରିକାଟା ଆମେରିଗୋ ଭେସ୍ପୁସିଙ୍କ ନୁହେଁ... ତାଙ୍କ ଦ୍ବାରା ଆବିଷ୍କୃତ ମାତ୍ର ଠିକ୍ ସେମିତି.. ଏହି ଦିନର ମହତ୍ତା ହିଁ ଆମ ପ୍ରାଚୀନ ଭାରତୀୟ ହିନ୍ଦୁ କାଳଗଣନା ପଦ୍ଧତିଦ୍ବାରା ଆବିଷ୍କୃତ ହେଇଛି! ଅନ୍ଯମତାବଲମ୍ବୀମାନେ ଆଦୌ ନ ଭାବିବା ଉଚିତ୍ ଯେ ଆମେ କେବଳ ରୁଢ଼ିିବାଦର ପ୍ରଚାରକ ❗ଆରେ ନା! ଆଦୌନୁହ! ଜଗତ୍ପିତା କେବଳ ଭାରତ ବା କେବଳ ହିନ୍ଦୁମାନଙ୍କୁ ସେଦିନ ଜନ୍ମ ଦେଇନାହାନ୍ତି... ଏହାତ ସମଗ୍ର ବିଶ୍ୱର ପ୍ରଥମ ଦିନ.. ଖାଲି ଆଲ୍ଲା ଯୀଶୁ କି ଶିବରାମକୃଷ୍ଣଙ୍କ ଜନ୍ମ ମରଣ ସହ ଏ ପର୍ବ ଆଦୌ ସଂପୃକ୍ତ ନୁହେଁ... ଯେମିତିକି ଜାନୁଆରୀ ୧..ଏଣୁ ହେ ମୋର ପ୍ରିୟ ଭାରତୀୟ ଭାଇଭଉଣୀମାନେ ଜାଗ୍ରତ ହୁଅନ୍ତୁ... ୧ ଜାନୁଆରୀରେ ସୂର୍ଯ୍ୟୋଦୟ ଦର୍ଶନର କଣ ଫଳ? ସମଗ୍ର ବିଶ୍ଵବାସୀଙ୍କ ପାଇଁ ଶ୍ରୀମନ୍ଦିରର ଦ୍ବାର ଉନ୍ମୋଚନ ନ କରି ଜାନୁଆରୀ ପହିଲା ରାତିରେ ଖୋଲିବା ପଛରେ କୌଣସି ଶାସ୍ତ୍ରୀୟତା ନାହିଁ... ସେଠିକି ନା ଯିବେ ଖ୍ରୀଷ୍ଟାବଲମ୍ବୀ ନା ଯିବେ ମୁସଲମାନ ଆଉ ହିନ୍ଦୁମାନେତ ଠିକ୍ ଜାଣନ୍ତି ଏହା ତାଙ୍କର ନୂଆବର୍ଷ ନୁହେଁ... ତେବେ ଏମିତି ବିଭ୍ରାନ୍ତି ଆମ ସଂସ୍କୃତି ସହିତ ଆଦୌ ସ୍ପୃହଣୀୟ ନୁହେଁ! କିନ୍ତୁ ଆମେ ଉଦାର ହେବା... ଆମର ସଂସ୍କାର ସହନଶୀଳତାକୁ ପ୍ରୋତ୍ସାହିତ କରେ...
ବହୁତ ପଢ଼ନ୍ତୁ, ଆମ ସଂସ୍କୃତିକୁ ଜାଣନ୍ତୁ ଏବଂ ଜଗତକଲ୍ଯାଣର ପ୍ରାର୍ଥନା କରନ୍ତୁ
🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment