Thursday, 4 January 2018

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ମାଘ ମାସ କୃଷ୍ଣପକ୍ଷ ତୃତୀୟା ତିଥି*
        *ଧନୁ ୧୯ ଦିନ, ଅଶ୍ଳେଷା ନକ୍ଷତ୍ର*
          *କର୍କଟ ଚନ୍ଦ୍ର, ସୂର୍ଯ୍ୟ ଦକ୍ଷିଣାୟନ*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଜାନୁଆରୀ ମାସ ୦୪ ତାରିଖ*
             🌾 *ଗୁ  ରୁ  ବା   ର* 🌾⛳ 
       🙏🙏🙏🙏🙏🙏🙏
     
            [] []  *ସାହିତ୍ୟ ପ୍ରସାଦ*[] []
    
        କିମ୍ପା ଦୂରେ ବନ୍ଧୁ ଆସ ଏ ମନ୍ଦିରେ
      ଆସ ଶୁଭ ନବ ବର୍ଷ
     ଆସ ହେ ନିଖିଳ ଅବନୀ ମୋହନ
       ଆସହେ ଅମୀୟ ହର୍ଷ

     ନବ ଆଶୀର୍ବାଦେ ମଙ୍ଗଳ ପିସାଦେ
   ନବ ପୁଷ୍ପ ଗନ୍ଧେ ନବ ଗୀତ ଛନ୍ଦେ
  ଆସ ହେ ସୁନ୍ଦର.. ନବରବି-ରଶ୍ମି❗
                ଦିଅ ଦିଅ ସୁଧା ସ୍ପର୍ଶ

      ନବ ଶକ୍ତିରୂପେ ଜୀବନ ସଂଚରି
      ବିକାଶ ମାନସ କୁସୁମ-ମଞ୍ଜରୀ
      ହରି ଅତୀତର ବେଦନା ବିଷାଦ
            ତବ ପୁଣ୍ଯ ପ୍ରେମ ବର୍ଷ  ❗

         _*କବି କୁନ୍ତଳାକୁମାରୀ ସାବତ*_
      🌼🌼🌼🌼🌼🌼🌼🌼
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: