⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ମାଘ ମାସ ଶୁକ୍ଳପକ୍ଷ, ପ୍ରତିପଦା ତିଥି*
*ମକର ୦୫ ଦିନ, ଶ୍ରବଣା ନକ୍ଷତ୍ର*
*ମକର ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଜାନୁଆରୀ ମାସ ୧୮ ତାରିଖ*
🌾 *ଗୁ ରୁ ବା ର* 🌾⛳
🙏🙏🙏🙏🙏🙏🙏🙏🙏
🌴 [] [] *ସାହିତ୍ୟ ପ୍ରସାଦ*[] []
ଜୀବନ ମଝିରେ ତୁମକୁ ଖୋଜିଲେ
ଅନ୍ତର ଢାଳିଦେଇ...
ମୃତ୍ଯୁର ଭୀତି ବିଚ୍ଛେଦ ବ୍ୟଥା
ଦୁଃଖର ଭାଉ ନାହିଁ |୦|
ତୁମ ପାଶେ ପ୍ରଭୁ ସବୁ କିଛି ମିଳେ
ମୁଢ଼ ମନ ମୋର ଏତିକି ଭୁଲିଲେ
ଦୁଃଖ ସାଗରେ ମୃତ୍ଯୁ ଭୟରେ
ତିଳେ ତିଳେ ମରେ ମୁହିଁ ||୧||
ଦିଅ ବଳ ଜରା ଶୋକରେ ନ ଡରି
ଚାଲି ଥିବି ତବ ପଥ ଅନୁସରି
ଦୁଃଖୀ ଜନର ଅସହାୟ ମନେ
ଆଶ୍ବାସ ଭରି ଦେଇ ||୨||
_*ରସରାଜ ନାରାୟଣ ପ୍ରସାଦ ସିଂହ*_
🌼🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment