Tuesday, 2 January 2018

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ପୌଷମାସ ଶୁକ୍ଳ ପକ୍ଷ  ପୂର୍ଣିମା ତିଥି*
        *ଧନୁ ୧୮ ଦିନ,ଆର୍ଦ୍ରା ନକ୍ଷତ୍ର*
          *ମିଥୁନ ଚନ୍ଦ୍ର, ସୂର୍ଯ୍ୟ ଦକ୍ଷିଣାୟନ*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଜାନୁଆରୀ ମାସ ୦୨ ତାରିଖ*
             🌾 *ମ ଙ୍ଗ ଳ ବା   ର* 🌾⛳ 
       🙏🙏🙏🙏🙏🙏🙏
     
     [] []  *ସାହିତ୍ୟ ପ୍ରସାଦ*[] []

ସାହିତ୍ୟ ହେଉଛି ତାହା ଯାହା ସକଳର  ହିତକାରୀ ଶବ୍ଦ-ସମ୍ପତ୍ତି ! ଗଦ୍ୟ ହେଉ ବା ପଦ୍ଯ ହେଉ ତାହା ସମାଜରେ ସହାବସ୍ଥାନର ମାର୍ଗ ପ୍ରଶସ୍ତ କରୁଥିବ!  ମଣିଷ ମଣିଷ ଭିତରେ ବିଦ୍ବେଷ ନୁହେଁ ପରନ୍ତୁ ସଦ୍ଭାବନା ନିର୍ମାଣ କରୁଥିବ... କିନ୍ତୁ ହଁ, ମଣିଷର ଜୀବନରେ ଅମାନବୀୟ ଦୁର୍ଗୁଣରାଜିର ଦୂରୀକରଣ ନିମିତ୍ତ ସେ କଠୋର କ୍ରାନ୍ତିର ବାର୍ତ୍ତା ବାହକ ସାଜିବ ତ କେତେବେଳେ ଉଦ୍ଭଟ ଆନ୍ଦୋଳନ ଆଉ ସଂଘର୍ଷରୁ ସମନ୍ଵୟର ସୁମଧୁର ଶାନ୍ତି ସଂଗୀତ ଶୁଣାଇବ। ଏଣୁ ପ୍ରତ୍ୟେକ ସାହିତ୍ୟିକର ଅନ୍ତର ସାଗର ଭଳି ଉଦାର ହେବା ପରମାବଶ୍ଯକ! 
ହଁ, ଆମ ରାଷ୍ଟ୍ରୀୟତାର ଅବଧାରଣା ବୈଦିକ ଜ୍ଞାନ ସମ୍ମତ ହୋଇଥିବାରୁ ତାହାର ସଂରକ୍ଷଣରେ ହିଁ ବିଶ୍ବକଲ୍ଯାଣର ସକଳ ସମ୍ଭାବନା ସୂକ୍ଷ୍ମଭାବରେ ସନ୍ନିହିତ ଏଣୁ ଆମ ସମସ୍ତଙ୍କ ପାଇଁ
    *ରାଷ୍ଟ୍ରଧର୍ମ ହିଁ ସର୍ବୋପରି*  !
  🌼🌼🌼🌼🌼🌼🌼🌼
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: