⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ମାଘ ମାସ କୃଷ୍ଣପକ୍ଷ, ଅମାବାସ୍ୟା ତିଥି*
*ମକର ୦୩ଦିନ,ପୂ.ଷାଢ଼ା ନକ୍ଷତ୍ର*
*ଧନୁ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଜାନୁଆରୀ ମାସ ୧୬ ତାରିଖ*
🌾 *ମ ଙ୍ଗ ଳ ବା ର* 🌾⛳
🙏🙏🙏🙏🙏🙏🙏🙏🙏
🌴 [] [] *ସାହିତ୍ୟ ପ୍ରସାଦ*[] []
*ବେଦନାର ବାଲି ଝଡ଼େ ପଥଭୁଲି!*
*କେତେ ଯେ ଡାକିଛି ବନ୍ଧୁ*
*ବଣା ବାଟୋଇର ଚମ୍ପୁକୁ କେବେ*
*ଶୁଣିନା କରୁଣା ସିନ୍ଧୁ*lol
*ପଥୁକି ଯେ ଖାଲି ପଥ ଚାଲି ଚାଲି*
*ଆଶା କରିକରି ନିରାଶା ଛୁଇଁଲେ*
*ଦିନଟିକୁ ଯୁଗ ମଣେ*
*ଢାଳିଛକି ଥରେ କେବେ ମୋର ଶିରେ*
*କରୁଣା ବରଷା ବିନ୍ଦୁ* l
*ଟିକିଏ ଆଶିଷ ପାଇଁକି*
*ଆତୁରେ ମନ୍ଦିର ବୁଲିବୁଲି*
*ଜୀବନ ଯାତନା ହରିବାକୁ ସିନା*
*ଡାକିନି ବନ୍ଧୁ ବୋଲି*
*ତୁମେ ତ ଶୁଣିନା ତେଣୁ ମୁଁ କହେନା*
*ଦୁଃଖୀ ଜନର ବନ୍ଧୁ*ll
➖ _*ରସରାଜ ନାରାୟଣ ପ୍ରସାଦ ସିଂହ*_
🌼🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment