⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
🐌🌿🍁🐌llॐll🐇🐌🐚🐌
*ଆଜି ମାଘ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି*
*ଧନୁ ୨୧ ଦିନ,ମଘା ନକ୍ଷତ୍ର*
*ସିଂହ ଚନ୍ଦ୍ର, ସୂର୍ଯ୍ୟ ଦକ୍ଷିଣାୟନ*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଜାନୁଆରୀ ମାସ ୦୫ ତାରିଖ*
🌾 *ଶୁ କ୍ର ବା ର* 🌾⛳
🙏🙏🙏🙏🙏🙏🙏
[] [] *ସାହିତ୍ୟ ପ୍ରସାଦ*[]
ସଂସାର ସାଗରପାରେ ମହାନନ୍ଦମୟ
ପରଲୋକ ଧାମେ ସଖା ଅଛ ଦେବଦଳେ
ଭୀମ ଭବ ସିନ୍ଧୁ କୋଳେ ବ୍ୟାକୁଳ ଅଥୟ
ଏକାକୀ ଭାସୁଛି ମୁହିଁ ଶୋକ ଅଶ୍ରୁଜଳେ
ବ୍ଯଥିତ ତୃଷିତ ମୁଁ ଏ ସଂସାର ସଂଗ୍ରାମେ
ଦେବ କି ହେ ଦୀନେ ସଖା, ବିନ୍ଦୁ ସେ ପ୍ରେମର ❗
_*ଭକ୍ତକବି ମଧୁସୂଦନ ରାଓ*_
🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌
Friday, 5 January 2018
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment