⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
🐌🌿🍁🐌llॐll🐇🐌🐚🐌
*ଆଜି ମାଘ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି*
*ଧନୁ ୨୧ ଦିନ,ଉ.ଫାଲ୍ଗୁନୀ ନକ୍ଷତ୍ର*
*ସିଂହ ଚନ୍ଦ୍ର, ସୂର୍ଯ୍ୟ ଦକ୍ଷିଣାୟନ*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଜାନୁଆରୀ ମାସ ୦୭ ତାରିଖ*
🌾 *ର ବି ବା ର* 🌾⛳
🙏🙏🙏🙏🙏🙏🙏
[] [] *ସାହିତ୍ୟ ପ୍ରସାଦ*[] []
*ମିଛେ କି କୋକିଳ କେବେ ଢାଳେ କଳଗିର*
*ନ ବହିଲେ ମୃଦୁ ମଧୁ ମଳୟ ସମୀର*
*ମିଛେ କି କୁମୁଦ ଆଖି*
*ଇନ୍ଦୁ ପାଦେ ରହେ ଲାଖି*
*ଶତ ବିମ୍ବେ ସରାମ୍ବୁ ସେ ନ କରେ ଚୁମ୍ବନ*
*ଶୀତଳ ଶିଶିର ଛଳେ ସ୍ନେହ ଆଲିଙ୍ଗନ?*
*ନୀରବ ରଜନୀ ଧୀର ଗଭୀର ସୁସ୍ବରେ*
*ଝିଲ୍ଲୀରବେ ଆଶାଗୀତ ଗାଏ ଶ୍ରବଣରେ |*
*ଅନନ୍ତ ଅବ୍ୟକ୍ତ ଶାନ୍ତିପୂରେ ତ ପରାଣେ,*
*ମିଛେ କି ଜୀବନରହେ ଆନର ଧିଆନେ?*
🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌
Sunday, 7 January 2018
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment