⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
🐌🌿🍁🐌llॐll🐇🐌🐚🐌
*ଆଜି ମାଘ ମାସ କୃଷ୍ଣପକ୍ଷ ଦ୍ବିତୀୟା ତିଥି*
*ଧନୁ ୧୯ ଦିନ,ପୁନର୍ବସୁ ନକ୍ଷତ୍ର*
*କର୍କଟ ଚନ୍ଦ୍ର, ସୂର୍ଯ୍ୟ ଦକ୍ଷିଣାୟନ*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଜାନୁଆରୀ ମାସ ୦୩ ତାରିଖ*
🌾 *ବୁ ଧ ବା ର* 🌾⛳
🙏🙏🙏🙏🙏🙏🙏
[] [] *ସାହିତ୍ୟ ପ୍ରସାଦ*[] []
ତନ ମନ ଧନ ଜନ ଯାବତୀୟ
ଲୋଭନୀୟ ଭୋଗ ଦରବ
ସେପାଇଁକି ବୃଥା ଗରବ
ଈଶ ବରଦାନ ସରବ ହେ ନର
କର ପ୍ରାର୍ଥନା କର, ଜୀବନର
ପ୍ରତିଦିନ-କ୍ଷଣ ହେଉ
*ସୃଜନର ନବପରବ*
🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment