Tuesday, 9 January 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ମାଘ ମାସ କୃଷ୍ଣପକ୍ଷ, ଅଷ୍ଟମୀ ତିଥି*
        *ଧନୁ ୨୫ ଦିନ,ଚିତ୍ରା ନକ୍ଷତ୍ର*
          *କନ୍ଯା ଚନ୍ଦ୍ର, ସୂର୍ଯ୍ୟ ଦକ୍ଷିଣାୟନ*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଜାନୁଆରୀ ମାସ ୦୯ ତାରିଖ*
             🌾 *ମ ଙ୍ଗ ଳ ବା   ର* 🌾⛳ 
       🙏🙏🙏🙏🙏🙏🙏
     
           🌴 [] []  *ସାହିତ୍ୟ ପ୍ରସାଦ*[] []🌾
             _*ମରୀଚିକାମୟ ତରୁଶୂନ୍ଯମରୁ*_
         _*ଘୋର ତୃଷା ରଙ୍ଗାଳୟ ହେ*_
         _*ଦିଗନ୍ତ ବିସ୍ତ୍ରୁତ ଜ୍ବଳନ୍ତ ପ୍ରାନ୍ତର*_
         _*ପଥଶୂନ୍ଯ ନିରାଶ୍ରୟ ହେ*_

     _*ସେ ମରୁ ଅନ୍ତରୁ ବହେ ସୁଧା ସ୍ରୋତ*_
         _*ପିଅ ସେହି ସୁଧାପୟହେ*_
        _*ମଧୁମୟ ସୃଷ୍ଟି  ସୁଧାମୟ ସୃଷ୍ଟି*_
       _*ଏ ସୃଷ୍ଟି ଅମୃତମୟ ହେ*_

       _*ଜାଗ ନର ନାରୀ ଅମୃତ ସନ୍ତତି*_
        _*ପିଅ ସେ ଅମୃତ ପୟ ହେ*_
      _*ପିଇ ସେ ଅମୃତ ଦିବସ ଶର୍ବରୀ*_
        _*ଗାଅ ଅମୃତର ଜୟ ହେ*_
           ➖ *ଭକ୍ତ କବି ମଧୁସୂଦନ ରାଓ*
               🌼🌼🌼🌼🌼🌼🌼🌼
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: