⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ମାଘ ମାସ ଶୁକ୍ଳପକ୍ଷ, ଚତୁର୍ଥୀତିଥି*
*ମକର୦୮ଦିନ,ପୂର୍ବଭଦ୍ରାନକ୍ଷତ୍ର*
*କୁମ୍ଭ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଜାନୁଆରୀ ମାସ ୨୧ ତାରିଖ*
🌾 *ର ବି ବା ର* 🌾⛳
🙏🙏🙏🙏🙏🙏🙏🙏🙏
🌴 [] [] *ସାହିତ୍ୟ ପ୍ରସାଦ*[] []
ଉଷା ତରୁଣୀର ଗୋଲାପୀ ତୂଣୀର
ବିହାୟସେ
ଫିଙ୍ଗି ରଶ୍ମି-ଶର ହସେ
ଏତେବେଳେ କ୍ଷୀଣ ନଦୀ ବୁକେ
ତରତର ବେଗେ ତରଣୀଟି କାର
ଭାସି ଭାସି ଯାଏ ସୁଅ ମୁଖେ ❗
ପ୍ରଭାତ ନିକଷେ ହେମ ରାଗ ହସେ ଅରୁଣିମା
ନିରେଖି ଉଜଳ ପ୍ରାଚୀ ସୀମା
ସପନୁ ଉଠଇ ଚରାଚର
ନିଭିଯାଏ କାହିଁ ନାଲି ଛୁଁଚ ଦାଗ
ଭାଜିଯାଏ ଉଷା ଖେଳଘର ❕
➖ *କବି ବିଦ୍ୟୁତ୍ ପ୍ରଭା!* 🌼🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment