⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
🐌🌿🍁🐌llॐll🐇🐌🐚🐌
*ଆଜି ମାଘ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି*
*ଧନୁ ୨୨ ଦିନ, ପୂର୍ବଫାଲ୍ଗୁନୀ ନକ୍ଷତ୍ର*
*ସିଂହ ଚନ୍ଦ୍ର, ସୂର୍ଯ୍ୟ ଦକ୍ଷିଣାୟନ*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଜାନୁଆରୀ ମାସ ୦୬ ତାରିଖ*
🌾 *ଶ ନି ବା ର* 🌾⛳
🙏🙏🙏🙏🙏🙏🙏
[] [] *ସାହିତ୍ୟ ପ୍ରସାଦ*[] []
*ସତ୍ଯେନ ରକ୍ଷତେ ଧର୍ମୋ*
*ବିଦ୍ଯା ୟୋଗେନ ରକ୍ଷତେ*
*ମୃଜୟା ରକ୍ଷତେ ପାତ୍ରଂ*
*କୁଲଂ ଶୀଲେନ ରକ୍ଷତେ*
🌾_*ଉତ୍କଳାନୁବାଦ*_:-🌾
*ସତ୍ଯ ଆଚରଣେ ରକ୍ଷା ହୁଅଇ ଧରମ*
*ଅଭ୍ୟାସଯୋଗରେ ବିଦ୍ଯା କର ସଂରକ୍ଷଣ*
*ନୂତନ ଲାଗଇ ପାତ୍ର କଲେକ ମାର୍ଜନ*
*ଚରିତ୍ରେ କୁଳଗୌରବ ହୁଏ ସମ୍ବର୍ଦ୍ଧନ*
🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment