Saturday, 20 January 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ମାଘ ମାସ ଶୁକ୍ଳପକ୍ଷ, ତୃତୀୟା ତିଥି*
        *ମକର ୦୭ ଦିନ, ଶତଭିଷା ନକ୍ଷତ୍ର*
          *କୁମ୍ଭ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଜାନୁଆରୀ ମାସ ୨୦ ତାରିଖ*
             🌾 *ଶ  ନି  ବା   ର* 🌾⛳ 
      
🐌🌿🍁🐌🐇💐🐌🐚🐌
🕉 *ଶ୍ରୀମଦ୍ଭଗବତ୍* *ଗୀତା ଦର୍ଶନ* 🕉

                      [] ୨:୨୩ []
ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାଵକଃ |
ନ ଚୈନଂ କ୍ଲେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ ||

              ➖ତେଣୁ କୌଣସି ଶସ୍ତ୍ର ଏହାକୁ କାଟି ପାରେନାହିଁ ,ଅଗ୍ନି ଦହନ କରି ପାରେନାହିଁ ,ଜଳ ବୁଡ଼ାଇ ପାରେନାହିଁ ଏବଂ ପବନ ଏହାକୁ ଶୁଷ୍କ କରି ପାରେନାହିଁ ।

                          []  ୨: ୨୪ []
ଅଚ୍ଛେଦ୍ୟୋ‌ୟମଦାହ୍ୟୋ‌ୟମକ୍ଲେଦ୍ୟୋ‌ଶୋଷ୍ୟ ଏଵ ଚ |
ନିତ୍ୟଃ ସର୍ଵଗତଃ ସ୍ଥାଣୁରଚଲୋ‌ୟଂ ସନାତନଃ ||

                  ➖ଏହା ଅଛେଦ୍ୟ ଅର୍ଥାତ୍‍ କାଟି ହୋଇପାରିବ ନାହିଁ । ଅଦାହ୍ୟ ଅର୍ଥ ପୋଡ଼ିହୋଇ ପାରିବ ନାହିଁ, ଅକ୍ଲେଦ୍ୟ ଅର୍ଥାତ୍‍ ଜଳରେ ବୁଡ଼ିିଯାଇ ପାରିବ ନାହିଁ, ଅଶୋଷ୍ୟ କହିଲେ ପବନରେ ଶୁଷ୍କ ହୋଇପାରିବ ନାହିଁ ।ଏହା ନିତ୍ୟ, ସର୍ବତ୍ର ବିଦ୍ୟମାନ, ସ୍ଥିର, ମହାମେରୁପରି ଅଚଳ, ଓ ସନାତନ ଶାଶ୍ୱତ ଇତ୍ୟାଦି।

                        [] ୨:୨୫[] ଅଵ୍ୟକ୍ତୋ‌ୟମଚିନ୍ତ୍ୟୋ‌ୟମଵିକାର୍ୟୋ‌ୟମୁଚ୍ୟତେ |
ତସ୍ମାଦେଵଂ ଵିଦିତ୍ଵୈନଂ ନାନୁଶୋଚିତୁମର୍ହସି

                  ➖ଆତ୍ମା ଆଖିରେ ଦେଖିପାରୁଥିବା ବା ଧ୍ୟାନରେ ଧରିପାରୁଥିବା କୌଣସି ରୂପ ନୁହେଁ ତେଣୁ ଏହା ଅବ୍ୟକ୍ତ ଓ ଅଚିନ୍ତ୍ୟ ତେଣୁ ଏହାକୁ ଏପରି ଜାଣି ଶୋକ କରିବା ଅନୁଚିତ ❕
🌼🌼🌼🌼🌼🌼🌼🌼🌼
               *ବନ୍ଦେ ଉତ୍କଳ ଜନନୀ*
             *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: