⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
🐌🌿🍁🐌llॐll🐇🐌🐚🐌
*ଆଜି ମାଘ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି*
*ଧନୁ ୨୪ ଦିନ,ମୃଗଶିରା ନକ୍ଷତ୍ର*
*ମିଥୁନ ଚନ୍ଦ୍ର, ସୂର୍ଯ୍ୟ ଦକ୍ଷିଣାୟନ*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଜାନୁଆରୀ ମାସ ୦୮ ତାରିଖ*
🌾 *ସୋ ମ ବା ର* 🌾⛳
🙏🙏🙏🙏🙏🙏🙏
[] [] *ସାହିତ୍ୟ ପ୍ରସାଦ*[] []
_*ଗୃହ ପରିବାର ମାନବ ସମାଜ
ନରନାରୀ ଲୋକାଳୟ ହେ*_
_*ପିତାମାତା ଭାଇ ଭଗିନୀ ଦମ୍ପତ୍ତି
ତନୟା କିମ୍ବା ତନୟ ଯେ*_
_*ଗୁରୁଜନ ବନ୍ଧୁ କିମ୍ବା ଅନ୍ତେବାସୀ
ଆତ୍ମୀୟାଦି ପରିଚୟ ହେ*_
_*ଦୟାନିକେତନ ଧର୍ମାଧିକରଣ
ବିଦ୍ୟାଳୟ ଦେବାଳୟ ହେ*_
_*ଶ୍ରଦ୍ଧାଭକ୍ତି ପ୍ରୀତି ଦୟା ଶୁଭାକାଂକ୍ଷୀ
ପୁଣ୍ଯ ବିଶ୍ବାସ ବିନୟ ହେ*_
_*ଏ ସକଳ ମଧ୍ଯେ ନିବସନ୍ତି ବିଭୁ
ଶାଶ୍ବତ ଅମୃତମୟ ହେ*_
➖ *ଭକ୍ତ କବି ମଧୁ*
🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌
Monday, 8 January 2018
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment