⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ମାଘ ମାସ କୃଷ୍ଣପକ୍ଷ, ଏକାଦଶୀ ତିଥି*
*ଧନୁ ୨୮ ଦିନ,ଅନୁରାଧା ନକ୍ଷତ୍ର*
*ତୁଳା ଚନ୍ଦ୍ର, ସୂର୍ଯ୍ୟ ଦକ୍ଷିଣାୟନ*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଜାନୁଆରୀ ମାସ ୧୨ ତାରିଖ*
🌾 *ଶୁ କ୍ର ବା ର* 🌾⛳
◀[ *ଜାତୀୟ ଯୁବ ଦିବସ*] ▶
🙏🙏🙏🙏🙏🙏🙏🙏🙏
🌴 [] [] *ସାହିତ୍ୟ ପ୍ରସାଦ*[] []
ଯୋଉଠି ମାଳି ତାଳି ଥାଏ ସେଠି ଗାଳି କେମିତି ନ ଥିବ? ଯୋଉଠି ମାନ ସେଠି ଅପମାନ ରହିବ ହିଁ... ସୁଖଦୁଃଖ ରହିବ ହିଁ ରହିବ! ସମସ୍ତେ କଣ *ସ୍ବାମୀ ବିବେକାନନ୍ଦ* ହେଇଛନ୍ତି ଦିଗବିଜୟୀ ବୀର!
ଆମେରିକା ବିଶ୍ବଧର୍ମ ସମ୍ମିଳନୀରୁ ନ ଫେରିବା ପର୍ଯ୍ୟନ୍ତ ଆମ ଭାରତୀୟମାନେ ତାଙ୍କୁ ମଧ୍ଯ ପଚାରୁ ନ ଥିଲେ!
ଭାରତବର୍ଷର ସନାତନ ବୈଦିକ ହିନ୍ଦୁ ଧର୍ମର ମହତ୍ତ୍ବକୁ ମହିମା ଗରିମା ଗୌରବକୁ ସିଏ ହିଁ ତ ସର୍ବାଗ୍ରେ ସରଳ ସୂକ୍ଷ୍ମ ସୁନ୍ଦର ଶୈଳୀରେ ଆଧୁନିକ ବିଶ୍ବ ଦରବାରରେ ଉପସ୍ଥାପନ କରିପାରିଥିଲେ!
ସ୍ବଳ୍ପ ଜୀବନ କାଳ ଭିତରେ ସେ କଳ୍ପଯୁଗର ପ୍ରେରଣା ପାଲଟିଗଲେ! ଯୁବକମାନଙ୍କ ଆଦର୍ଶ ପ୍ରେରଣା ପୁରୁଷ ହେଇ ରହିଗଲେ...
ଆଜି ତାଙ୍କର ଜୟନ୍ତୀ, ତାଙ୍କୁ ମନେପକେଇବାର ଦିନ! ତାଙ୍କର ଗୁରୁ ଶ୍ରୀ ରାମକୃଷ୍ଣ ପରମହଂସଙ୍କୁ ସୁମରିବାର ଲଗ୍ନ ଆଉ ଉଦ୍ଘୋଷଣ କରିବାର ମାହେନ୍ଦ୍ର ବେଳା ତାଙ୍କର ପ୍ରିୟ ଉପନିଷଦୀୟ ଆହ୍ବାନ
*ଉତ୍ତିଷ୍ଠତ, ଜାଗ୍ରତ*
*ପ୍ରାପ୍ଯବରାନ୍ନିବୋଧତ*
🌼🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment