Monday, 15 January 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ମାଘ ମାସ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି*
        *ମକର୦୨ଦିନ,ମୂଳା ନକ୍ଷତ୍ର*
          *ଧନୁ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଜାନୁଆରୀ ମାସ ୧୫ ତାରିଖ*
             🌾 *ସୋ  ମ  ବା   ର* 🌾⛳ 
        🙏🙏🙏🙏🙏🙏🙏🙏🙏
     
           🌴 [] []  *ସାହିତ୍ୟ ପ୍ରସାଦ*[] []
        *ନାହିଁ ମୁଁ ଲୋଡ଼େ ମରତେ ଭୁଲି*
      *ନନ୍ଦନରେ ନିୟତ ଭୁଲି*
         *ତୋଳିବା ପାରିଜାତ ଗୋ*

     *ଇଚ୍ଛେ ଚୋରା ଚଇତ ବୁକେ*
    *ପ୍ରଭାତ ସଜ ଗୋଲାପ ମୁଖେ*
         *ଶିଶିର କଣାପାତ ଗୋ!*

    *ଏଇ ମୋ ମାଟି ମରତ ଘରେ*
     *ଯାପିବି ଭୂମି ତଳପ ପରେ*
       *ସ୍ବପ୍ନମୟୀ ଯାମିନୀ*
     *ଚାହେଁନା ବୁଲି ବାରିଦମାଳେ*
       *ଦେଖିବା ପରୀ ଚନ୍ଦ୍ରଶାଳେ*
      *ରସିକା କୋଟି କାମିନୀ*

      *ସନ୍ଧ୍ୟା ପ୍ରାତ ଚାନ୍ଦ ରବି*
        *ଦିବସ ଆଉ ଯାମିନୀ ଛବି*
       *ଷଡଋତୁର ବିଳାସ*
      *ସିନ୍ଧୁ ଝର   ସରିତ ଗାନ*
       *ଯିବାକୁ ଆହା ଛାଡ଼ି ଏ ମାନ*
         *ତିଳେ ମୋ ନାହିଁ ମାନସ !*   🌼🌼🌼🌼🌼🌼🌼🌼🌼
               *ବନ୍ଦେ ଉତ୍କଳ ଜନନୀ*
             *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: