୧୯୪୭ରେ ଦେଶ ବିଭାଜନ ସମୟରେ ମୁସଲମାନ ଭାବରେ ପାକିସ୍ତାନ ଏକ ଅଲଗା ଦେଶ ହେଲା ପରେ ହିନ୍ଦୁମାନଙ୍କ ନରସଂହାର ହୋଇଥିଲା, ସେତିକିବେଳେ ବର୍ମାର ରୋହିଙ୍ଗିଆ ମୁସଲମାନ ମଧ୍ୟ ବୌଦ୍ଧମାନଙ୍କର ସଂହାର କରି ପୂର୍ବ ପାକିସ୍ତାନରେ ମିଶିବାକୁ ଚାହୁଁଥିଲେ। କାଶ୍ମୀରରେ ମଧ୍ୟ ଉଭୟ ସେନା ଓ ଜନତାଙ୍କ ଉପରେ ପଥର ବୃଷ୍ଟି କରୁଥିଲେ।
ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ବ୍ରିଟିଶରମାନେ ଦ୍ବିରାଷ୍ଟ୍ରବାଦ ସିଦ୍ଧାନ୍ତ ଆଧାରରେ ରୋହିଙ୍ଗିଆ ମୁସଲମାନମାନଙ୍କୁ ଜାପାନ ବିରୋଧରେ ଲଢ଼ିବାକୁ ପ୍ରସ୍ତୁତି କରେଇଥିଲେ। ସେମାନଙ୍କ ହାତରେ ବ୍ରିଟିଶରମାନେ ବନ୍ଧୁକ ଗୁଳି ଗୁଳା ଦେଇଥିଲେ ଜାପାନ ବିରୋଧରେ ଲଢ଼ିବା ପାଇଁ, କିନ୍ତୁ ସେମାନେ ନିଜ ଦେଶର ୨୦ ହଜାର ବୌଦ୍ଧଙ୍କୁ ହତ୍ୟା କରିଥିଲେ ଏବଂ ଅସଂଖ୍ୟ ବୌଦ୍ଧ ମହିଳାଙ୍କ ଚରିତ୍ର ହନନ କରିଥିଲେ।
ସେମାନଙ୍କ ସ୍ବଭାବ ହେଲା ଝଗଡ଼ା କରିବା। ତେଣୁ ଜିନ୍ନା ସହ ସମ୍ପର୍କ କରି ବର୍ମାର ମାଉ କ୍ଷେତ୍ରକୁ ପାକିସ୍ତାନ ସହିତ ମିଶ୍ରଣ କରିବା ପ୍ରସ୍ତାବ ରଖିଥିଲେ । କିନ୍ତୁ ଜିନ୍ନା ଏ ପ୍ରସ୍ତାବକୁ ସିଧାସଳଖ ଅସ୍ୱୀକାର କରିଥିଲେ। ତେଣୁ କ୍ରୋଧରେ ରୋହୀଙ୍ଗିଆମାନେ ନିଜ ଦେଶରେ ହତ୍ୟା ଓ ଆତଙ୍କର ନଗ୍ନ ନୃତ୍ୟ ଆରମ୍ଭ କରିଦେଇଥିଲେ। କେବଳ ସେତିକି ନୁହେଁ ଏମାନେ ନିଜର ଆତଙ୍କି ସେନା ମଧ୍ୟ ଛିଡ଼ା କରିଥିଲେ, ଯେଉଁମାନେ ପାକିସ୍ତାନ ଯାଇ ଆତଙ୍କବାଦୀ ପ୍ରଶିକ୍ଷଣ ନେଉଛନ୍ତି ଓ ବୌଦ୍ଧମାନଙ୍କୁ ହତ୍ୟା କରୁଛନ୍ତି।
୧୯୪୬ରୁ ଆଜି ପର୍ଯ୍ୟନ୍ତ ଜେହାଦୀ ରୋହିଙ୍ଗିଆଙ୍କ ତାଡ଼ନାରେ ବୌଦ୍ଧ ଜନତା ତ୍ରସ୍ତ, କିନ୍ତୁ ସେଠି ବିରାଥୁ ନାମକ ଜଣେ ସନ୍ଥ ଆବିର୍ଭାଵ ହେଲେ ଯାହାଙ୍କ ସନ୍ଦେଶ- "ଆପଣ ଯେତେ ବି ଶାନ୍ତିପ୍ରିୟ ହୁଅନ୍ତୁ ନା କାହିଁକି ପାଗଳ କୁକୁର ସାଙ୍ଗରେ ଶୋଇପାରିବେ ନାହିଁ।"
୨୦୧୨ରେ ଏମାନେ ଜଣେ ବୋୖଦ୍ଧ ମହିଳାଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ। ଫଳରେ ବର୍ମାରେ ହିଂସା ବ୍ୟାପିଯାଇଥିଲା ଓ ତାକୁ ପ୍ରୋତ୍ସାହିତ କରିଥିଲା ବିରାଥୁଙ୍କ ଭାଷଣ। ବିରାଥୁଙ୍କର କହିବା କଥା ହେଲା ରୋହିଙ୍ଗିଆ ମୁସଲମାନମାନେ ବୌଦ୍ଧ କନ୍ୟାମାନଙ୍କୁ ବିବାହ କରୁଛନ୍ତି ଏବଂ ବହୁସଂଖ୍ୟକ ସନ୍ତାନ ଉତ୍ପତ୍ତି କରୁଛନ୍ତି। ଯାହାଫଳରେ ଦେଶର ଜନସଂଖ୍ୟାର ସନ୍ତୁଳନ ପ୍ରଭାବିତ ହେବ। ଏଭଳି ଏକ ମିଶନରେ ରୋହିଙ୍ଗିଆମାନେ ଦିନରାତି ଲାଗିଛନ୍ତି। ତେଣୁ ବର୍ମାରେ ଆନ୍ତରିକ ସୁରକ୍ଷା ବିପଦରେ ପଡ଼ିଛି। ପୁଣି ବିଥୁର କହିଛନ୍ତି ଯେ ଦିନେ ନା ଦିନେ ଏମାନେ ସମ୍ପୂର୍ଣ୍ଣ ଦେଶରେ ଵ୍ୟାପିଯିବେ ଏବଂ ବୌଦ୍ଧମାନଙ୍କର ସଂହାର କରିବେ।
୧.୧୦.୧୭

No comments:
Post a Comment