⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🌿🍁🐌🐇🐌🐚🐌
*କାର୍ତ୍ତିକମାସ ଶୁକ୍ଳପକ୍ଷ ତୃତୀୟାତିଥି*
*ଅଶ୍ଳେଷା ନକ୍ଷତ୍ର, ଦକ୍ଷିଣାୟନ*
*ସିଂହଚନ୍ଦ୍ର, ହେମନ୍ତଋତୁ*
*ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ରବିବାର*
*ଇଂରାଜୀ ୨୨ତାରିଖ,*
*ଅକ୍ଟୋବର ୨୦୧୭*
~~~~~~~lॐl~~~~~~~~~
[] [] *ପ୍ରଭାତ ପ୍ରସାଦ*[] []
ଜଗତ ସରସେ ଭାରତ କମଳ
ତା ମଧ୍ୟେ କେଶର ପୁଣ୍ଯ ନୀଳାଚଳ
ଥିଲେ ଯହିଁ ତହିଁ ଭାରତ ବକ୍ଷରେ
ମଣିବି ମୁଁ ଅଛି ଆପଣା କକ୍ଷରେ
ମୋ ନେତ୍ରେ ଭାରତ ଶିଳା ଶାଳଗ୍ରାମ
ପ୍ରତି ସ୍ଥାନ ମୋର ପ୍ରିୟ ପୁରୀଧାମ
ସକଳ ସଲିଳ ପଞ୍ଚତୀର୍ଥ ଜଳ
ପ୍ରତି ଧର୍ମାଳୟ ମୋର ନୀଳାଚଳ
ଭାରତେ କୈବଲ୍ୟ ସକଳ ଆହାର
ଭାରତେ ଶ୍ମଶାନ ସ୍ବରଗ ଦୁଆର |
[ *ଉତ୍କଳମଣି ଗୋପବନ୍ଧୁ*]
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇🐌🐚🐌

No comments:
Post a Comment