Wednesday, 4 October 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୦୪ତାରିଖ ଅକ୍ଟୋବର*
    *୨୦୧୭ବୁଧବାର  ଆଶ୍ବିନମାସ*
       *ଶୁକ୍ଳପକ୍ଷ  ତ୍ରୟୋଦଶୀ ତିଥି*
       *ଶ୍ରବଣା ନକ୍ଷତ୍ର*
      *ସୂର୍ଯ୍ୟଦକ୍ଷିଣାୟନ*
       *ଶରତଋତୁ,ମକର ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
    💢💠💢💠💢💠💢💠
          *💦 *ପ୍ରଭାତ ପ୍ରସାଦ* 💦
*ମନ ଲୋଚନର ଜ୍ଞାନାଲୋକ ତୁମ୍ଭେ
ସର୍ବ ଦର୍ଶନ ନିଦାନ
ତୁମ୍ଭେ ପରିପୂର୍ଣ୍ଣ ଆନନ୍ଦସ୍ବରୂପ
ମୁଁ ସେ ଆନନ୍ଦ ସନ୍ତାନ!
ମୁହିଁ କ୍ଷୁଦ୍ର ଉର୍ମି ତୁମ୍ଭେ ମହାସିନ୍ଧୁ
ଉର୍ମି ସିନ୍ଧୁ ଏକାକାର
ଅନନ୍ତ ମଂଗଳ ସଂକଳ୍ପ ସମ୍ଭୁତ
ମୁହିଁ ତୁମ୍ଭ ମହିମାର !
ବିହଂଗମ ମୁହିଁ ଅନ୍ତରିକ୍ଷ ତୁମ୍ଭେ
ତୁମ୍ଭ ବିନା କାହିଁ ପ୍ରାଣ
ତୁମ୍ଭରି ସ୍ବରୂପେ କରିବି ବିହାର
ଗାଇ ତବ ଜୟଗାନ!

       _*ଭକ୍ତ କବି ମଧୁସୂଦନ*_
➖➖➖➖➖➖➖➖
   *🙏ବନ୍ଦେ ଉତ୍କଳ ଜନନା🙏*
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: