⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
....................................................
🐌🌿🍁🐌ॐ🐇🐌🐚🐌
*କାର୍ତ୍ତିକମାସ ଶୁକ୍ଳପକ୍ଷ ସପ୍ତମୀ ତିଥି*
*ଉ.ଷାଢାନକ୍ଷତ୍ର, ସୂର୍ଯ୍ୟ ଦକ୍ଷିଣାୟନ*
*ଧନୁଚନ୍ଦ୍ର, ହେମନ୍ତଋତୁ*
*ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ଶୁକ୍ରବାର*
*ଇଂରାଜୀ ତା. ୨୭ ରିଖ*
*ଅକ୍ଟୋବର ୨୦୧୭ ମସିହା*
💐🌿💐🌿💐🌿💐🌿💐
[] [] *ସାହିତ୍ୟ ପ୍ରସାଦ* [] []
*ବାଳକେ ମୋର ବୋଲକର*
*ସତ୍ଯ ପାଳିବ ନିରନ୍ତର*
*ସତ୍ଯ ଅଟଇ ଶ୍ରେଷ୍ଠ ଧର୍ମ*
*ସତ୍ଯ ସାଧନ ଶ୍ରେଷ୍ଠ କର୍ମ*
*ବ୍ରହ୍ମାଣ୍ଡ ମଧ୍ୟେ ସତ୍ଯ ସାର*
*ସତ୍ଯ ହିଁ ଏକା ବଳିଆର*
*ପିତାମାତାଦି ବନ୍ଧୁଜନ*
*ଐଶ୍ଵର୍ଯ୍ୟ ପୂର୍ଣ୍ଣ ଏ ଭୁବନ*
*ଆବର ଗୁରୁ ଶାସ୍ତ୍ରବାଣୀ*
*ସକଳ ଠୁଳକର ଆଣି*
*ତଥାପି ସତ୍ଯଠାରୁ ସର୍ବେ*
*ନିଉନେ ହେବେ ସେ ଗୌରବେ*
[ *ଭକ୍ତକବି ମଧୁସୂଦନ* ]
🙏🙏🙏🙏🙏🙏🙏🙏
*ବନ୍ଦେ ଗୋ ମାତରମ୍*
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment