⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🚩🌹🐌🐄🐌🌹🚩
*ଆଶ୍ବିନ ମାସ ପୂର୍ଣ୍ଣମୀ*
*ଉ. ଭଦ୍ରା ନକ୍ଷତ୍ର , ସୂର୍ଯ୍ୟ ଦକ୍ଷିଣାୟନ,*
*ମୀନ ଚନ୍ଦ୍ର ଶରତ ଋତୁ*
*ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଗୁରୁବାର* *୫ ଅକ୍ଟୋବର ୨୦୧୭*
~~~~~~~~~~~~~~~~~~~
*ପ୍ରଭାତ ପ୍ରସାଦ -*
~~~~~~~~~~~~~
ଭାବ ଯଦି କିଛି କରିବ ଭଲ,
ପାଦ ଜମେଇକି ଆଗେଇ ଚାଲ
ଟିକେ ଦୁନିଆଠୁଁ ହଟିକି ଜିଅଁ
ସତ ଜୀବନର ଶପଥ ନିଅ ,
ଅନୁକୂଳେ ମାଡି ସଭିଏଁ ଯାଆନ୍ତି
ପ୍ରତିକୂଳେ ଆଗେ ବଢି ଦେଖାଅ,
ନିଜେ ଇତିହାସ ଗଢି ଦେଖାଅ
ଯାବତ୍ ଛୁଇଁ ନ ଲକ୍ଷ୍ୟ ଚରଣେ
ବିଶ୍ରାମ କଥା ଭୁଲରେ ଭୁଲ
ଯାହା ସଫଳତା ପାଇଛ ପାଇବ
ସବୁତକ ପରିଶ୍ରମର ମୂଲ
*ସାଧନା ପଥରେ ଆଗେଇ ଚାଲ*
~~~~~~~~~~~~~~~~~~
🌈 *ଅଭିନନ୍ଦନ କୁମାର ପୂର୍ଣ୍ଣିମାର*🌈
~~~~~~~~~~~~~~~~~~
*ବନ୍ଦେ ଉତ୍କଳ ଜନନୀ*

No comments:
Post a Comment