⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🚩🌹🐌🐄🐌🌹🚩
*କାର୍ତ୍ତିକମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି*
*ରୋହିଣୀ ନକ୍ଷତ୍ର , ସୂର୍ଯ୍ୟ ଦକ୍ଷିଣାୟନ*
*ବୃଷଚନ୍ଦ୍ର ହେମନ୍ତ ଋତୁ*
*ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ମଙ୍ଗଳ ବାର ,ଇଂରାଜୀ
୧୦ତାରିଖ, ଅକ୍ଟୋବର ୨୦୧୭*
~~~~~~~~~~~~~~~~~~~
*||ପ୍ରଭାତ ପ୍ରସାଦ||*
*ଜୀବନ ପାତ୍ର ମୋ ଭରିଛ କେତେ ମତେ
ନ ଦେଲ ବୋଲି କିଛି କହିବି କିବା ଆଉ*
*ଜୀବନ ପ୍ରିୟତମ ହରିଛ ମୋ ଭରମ
ତରଣୀ ମୋର ତବ ସାଗରେ ବହି ଯାଉ*
*ଜୀବନ ପାତ୍ର ମୋ*....
~~~~~~~~~~~~~~
*କବି ବୈକୁଣ୍ଠନାଥ*
🌈 *ଦିନଟି ସର୍ବ ଶୁଭଙ୍କର ହେଉ*🌈
🐌🌿🍁🐌🐇🐌🐚🐌

No comments:
Post a Comment