⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🚩🌹🐌🐄🐌🌹🚩
*କାର୍ତ୍ତିକମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି*
*ମୃଗଶୀରାନକ୍ଷତ୍ର , ସୂର୍ଯ୍ୟ ଦକ୍ଷିଣାୟନ*
*ମିଥୁନଚନ୍ଦ୍ର ହେମନ୍ତ ଋତୁ*
*ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ବୁଧବାର ,ଇଂରାଜୀ
୧୧ତାରିଖ, ଅକ୍ଟୋବର ୨୦୧୭*
~~~~~~~~~~~~~~~~~~~
*||ପ୍ରଭାତ ଦର୍ଶନ ||*
*ସକୃଦୁକ୍ତଗୃହୀତାର୍ଥୋ ଲଘୁହସ୍ତୋ ଜିତେନ୍ଦ୍ରିୟଃ*
*ଶବ୍ଦ ଶାସ୍ତ୍ରପରିଜ୍ଞାତା ଏଷ ଲେଖକ ଈଷ୍ଯତେ |*
ଅର୍ଥାତ୍
*ବୁଝି ପାରେ ଯିଏ ଥରୁଟେ ଶୁଣି*
*ଚଞ୍ଚଳ ଲେଖଇ ସଂଯମୀ ପୁଣି*
*ଶବ୍ଦ ଜ୍ଞାନେ ଯିଏ ଅଟଇ ଧନୀ*
*ତାକୁ ବୁଧଜନେ ଲେଖକେ ଗଣି*
➖ *ଓଡ଼ିଆ ସୂକ୍ତି ସମ୍ପତ୍ତି*
~~~~~~~~~~~~~~
* *
🌈 *ଦିନଟି ସର୍ବ ଶୁଭଙ୍କର ହେଉ*🌈
🐌🌿🍁🐌🐇🐌🐚🐌

No comments:
Post a Comment