⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
....................................................
🐌🌿🍁🐌ॐ🐇🐌🐚🐌
*କାର୍ତ୍ତିକମାସ ଶୁକ୍ଳପକ୍ଷ ଷଷ୍ଠୀତିଥି*
*ପୂ.ଷାଢ଼ାନକ୍ଷତ୍ର, ସୂର୍ଯ୍ୟ ଦକ୍ଷିଣାୟନ*
*ଧନୁଚନ୍ଦ୍ର, ହେମନ୍ତଋତୁ*
*ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ଗୁରୁବାର*
*ଇଂରାଜୀ ତା. ୨୬ ରିଖ*
*ଅକ୍ଟୋବର ୨୦୧୭ ମସିହା*
🕉🕉🕉🕉🕉🕉🕉🕉🕉
[] [] *ସାହିତ୍ୟ ପ୍ରସାଦ* [] []
ଜଗତେ ଗାଭୀ ପୁଣ୍ଯତମ,
ସକଳ ଧର୍ମ ସୁଖ ଧାମ
ଗୋ ହିତେ ଯାହା ହୁଏ ଦାନ
ନୁହେଁ ତା କେବେ ଅକାରଣ
ଗୋରୁ ନ ରଖେ କାହା ଋଣ
ଶୁଝଇ ଦଶ ଶତ ଗୁଣ
ଦେବତା ମୁଖରେ ଆହୁତି
ଖଣ୍ଡଇ ଯେସନେ ବିପତ୍ତି
ଗୋ ମୁଖେ ଆହାର ତେସନ
ସକଳ ଦୁଃଖ ବିନାଶନ
ଗୋ ତହିଁ ସ୍ବାହା ବଷଟ୍କାର
ସେ ସର୍ବ ଯଜ୍ଞର ଆଧାର
ସତ୍କର୍ମ ଫଳେ ଗୋ ପ୍ରାପତି
ଗୋ ତହୁଁ କର୍ମ ଉତପତ୍ତି
ଗୋ ତହୁଁ ଲଭି ସଦାକ୍ଷୀର
ଅମୃତ ବିଶୁଦ୍ଧ ରୁଚିର
କର ହୋ ଗୋ ଜାତିର ପୁଷ୍ଟି
ଗୋ ଜାତି ଚଳାଏ ଏ ସୃଷ୍ଟି
[ *ଗୋମହାତ୍ମ୍ଯ- ଉତ୍କଳମଣି* ]
🙏🙏🙏🙏🙏🙏🙏🙏
*ବନ୍ଦେ ଗୋ ମାତରମ୍*
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment